ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନିୟମ ବଦଳିଲା ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ କ୍ଷମତା ପ୍ରତ୍ୟାହାର ନିର୍ଦ୍ଦେଶ ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏସବୁର ନିଯୁକ୍ତି ମୁଖ୍ୟ ରହିବେ

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

ଭୁବନେଶ୍ୱର,(ପି.ଆଇ.ବି):- ସରକାରୀ ଉଦ୍ୟୋଗ - ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ…

ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଶ୍ରୀ ଅମିତ ଶାହ

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କୋଲକାତାରେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଗୃହ…

ଆଷାଢ ପୂର୍ଣ୍ଣିମା କଣ୍ଡେଇ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ଖାସ୍ପା ସାହିରେ ବହୁ ପୁରାତନ କଣ୍ଡେଇ ଯାତ୍ରା ଦୀର୍ଘ ୨୫୦ବର୍ଷ ହେଲା ହୋଇ ଆସୁଅଛି । ଚଳିତ ବର୍ଷ ୨୯ ଜୁଲାଇ ହେବାକୁ ଥିବା କଣ୍ଡେଇ ଯାତ୍ରା ନିମନ୍ତେ ଖାସ୍ପା ସାହି ସାନ ଜଗନ୍ନାଥ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈକଠରେ…

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା, ବୁଲା ଗୋରୁଗାଈ ଜନିତ ସଙ୍କଟ ଓ ଗୋପଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୋଲିସ ମହାନିର୍ଦ୍ଦେଶକ (DGP), ମୁଖ୍ୟ ଶାସନ ସଚିବ, ପୋଲିସ କମିଶନର ଏବଂ ଡିସିପି (DCP) ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ତୃଣମୂଳ ସ୍ତରରେ ସମୀକ୍ଷା ପାଇଁ ଚିଠିର ନକଲ ପ୍ରେରିତ।​ଭୁବନେଶ୍ୱର, ୧୫…

ଭାଟକୁମରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା

ବ୍ରହ୍ମପୁର,(ବିଚିତ୍ର ସାହୁ):- ପୁରୁଷୋତ୍ତମପୁର ବ୍ଲକରେ ମହିଳା, ଶିଶୁ ଓ ଲିଙ୍ଗ ସମାନତା ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ…

ଉତ୍ତର କୁ ଢଳିଲେ ସିଦ୍ଧେଶ୍ୱର ମହାଦେବ  

ନୟାଗଡ଼(ପ୍ରଭାକର ଶିରୋମଣି):- କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କ ମୂଳ ପୀଠ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୀଳମାଧବ ପୀଠ କଣ୍ଟିଲୋରେ ପ୍ରତିଷ୍ଠିତ ସିଦ୍ଧେଶ୍ୱର ମହାଦେବଙ୍କ ଶକ୍ତି ଆଜି ଶୁକ୍ରବାରl ପବିତ୍ର କର୍କଟ ସଂକ୍ରାନ୍ତି ଠାରୁ ମକର…
error: Content is protected !!