ବାଲିଗୁଡ଼ା ଡିସିବି ବ୍ୟାଙ୍କରେ ବ୍ୟାଙ୍କିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା, ୨୩/୦୭: ବାଲିଗୁଡ଼ାସ୍ଥିତ ଡିସିବି ବ୍ୟାଙ୍କ ଶାଖା ପରିସରରେ ଗୁରୁବାର ବ୍ୟାଙ୍କିଙ୍ଗ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଜଣ ଗ୍ରାହକ ଯୋଗଦେଇ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଓ ଋଣ ସୁବିଧା ସମ୍ପର୍କରେ ଅବଗତ!-->…