୧୧ ଜିଲ୍ଲାରେ ୨୩ ପ୍ରକଳ୍ପକୁ ଅନୁମୋଦନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜ୍ୟରେ ୪୫୭୩ କୋଟି ଟଙ୍କାର ପ୍ରକଳ୍ପକୁ SLSWCAର ମଞ୍ଜୁରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ୧୧ ଜିଲ୍ଲାରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ, ୨୨ ହଜାର ୮୭୩ ନିଯୁକ୍ତି ସୁଯୋଗ ଗ୍ରୀନ୍ ଏନର୍ଜୀ ଉପକରଣ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନକୁ ଗୁରୁତ୍ବ କଟକ ଓ ସମ୍ବଲପୁରରେ ହେବ ପଞ୍ଚତାରକା ହୋଟେଲ୍, ୧୯୦ କୋଟି ବ୍ୟୟ ଖୋର୍ଦ୍ଧାରେ ୭୦ କୋଟି ବ୍ୟୟରେ ହେବ ପଞ୍ଚତାରକା ରିସୋର୍ଟ ଖୋର୍ଦ୍ଧାରେ ୭୩୦ କୋଟି ବ୍ୟୟରେ ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପୁରୀରେ ୫୦ କୋଟିରେ ହେବ ରେଡ୍ଡିମେଡ୍ ଗାର୍ମେଣ୍ଟ୍ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍

You might also like
error: Content is protected !!