ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ୟୁକ୍ରେନ୍ ଜାହାଜକୁ ରୁଷ୍ର ମିସାଇଲ ମାଡ଼ : ୪ ଭାରତୀୟ ମୃତ ବାଣିଜ୍ୟିକ ଜାହାଜ ଉପରେ ରୁଷ୍ର ମିସାଇଲ ମାଡ଼ ଆକ୍ରମଣ ଓ ମୃତ୍ୟୁ ବାବଦରେ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରାଳୟ ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିଲା ମାଲବାହୀ ଜାହାଜ MV Golden Leo ରୁଷ୍ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନର ସୂଚନା ମିସାଇଲ୍ ଆକ୍ରମଣକୁ କଡା ନିନ୍ଦା କଲେ ଭାରତ ସରକାର