ଗଞ୍ଜେଇ ମାଫିଆ ଲିଙ୍କ୍: ମହିଳା IIC ନିଲମ୍ବିତ ରାଜ୍ୟ By News Nerve Posted On Jul 21, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବୌଦ୍ଧ ମନମୁଣ୍ଡା ଥାନାର ପୂର୍ବତନ IIC ସୁସ୍ମିତା ମଗର ନିଲମ୍ବିତ ପଦର ଅପବ୍ୟବହାର ଅଭିଯୋଗରେ ନିଲମ୍ବନ କଲେ ପୋଲିସ ଡିଜିପୂର୍ବରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ଲିଙ୍କ୍ ଥିବା ଅଭିଯୋଗ ଥିଲା Share