ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ‘ପିଲାଙ୍କ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଅଛି’…

୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍ ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧୪୦.୭୪ କୋଟି ଟଙ୍କା ସମଗ୍ର ଶିକ୍ଷା ଯୋଜନାରେ ପିଏବିର ଅନୁମୋଦନ ୬୦ଟି ବିଦ୍ୟାଳୟରେ କଳା, ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ ରାଜ୍ୟର ୨୦ଟି ଜିଲ୍ଲାର…

ଛତ୍ରପୁରରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ବିଚିତ୍ରସାହ):- ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ରଙ୍ଗେଇଲୁଣ୍ଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର୩୩୮ଟି ଅଭିଯୋଗ ଗ୍ରହଣ, ୫୧ଟିର ଘଟଣାସ୍ଥଳରେ ସମାଧାନ

ଛତ୍ରପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍‌, ଜିଲ୍ଲା ପରିଷଦର…

ବାହୁଡ଼ା ଯାତ୍ରା ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ତିନି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲିଗୁଡ଼ା, ୨୫/୭: ସୁକାନ୍ତ କୁମାର ତ୍ରିପାଠୀ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବାଲିଗୁଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ତିନି ଦିନିଆ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି। ବାହୁଡ଼ା ଯାତ୍ରା ଦିନ ତିନିରଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ…

ପ୍ରହ୍ଲାଦ ଯୋଶୀ ହେଲେ ଶିକ୍ଷା ମନ୍ତ୍ରୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦଙ୍କୁ ଅତିରିକ୍ତ ଦାୟିତ୍ବ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହ ଅତିରିକ୍ତ ଦାୟିତ୍ବରେ ରହିବେ ଏଥି ସହ ଧର୍ମେନ୍ଦ୍ରଙ୍କ ଇସ୍ତଫାପତ୍ର ଗ୍ରହଣ କଲେ…

ଜଟଣୀରେ ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା, ଲୁଟ୍ ସନ୍ଦେହ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ପୁଣି ଏକ ସଙ୍ଗୀନ ଅପରାଧିକ ଘଟଣା ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଜଣେ ୭୫ ବର୍ଷୀୟା ବୃଦ୍ଧା ମହିଳାଙ୍କୁ ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି।…

ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜ୍ୟ ଓ ଦେଶ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି, ରାଜସ୍ବ ବିଭାଗର ବିଜ୍ଞପ୍ତି ସଦର ମହକୁମା ବା ହେଡ୍‌କ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ କେବଳ ଜରୁରୀ…

୯୨ ଲକ୍ଷ ଟଙ୍କାର ଠକେଇ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ୱର ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ ଭୁବନେଶ୍ୱର ସରକାରୀ ଜମିକୁ ନିଜର କହି ବିକିବା ମହଙ୍ଗା ପଡ଼ିଲା ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ମେହେରପଲ୍ଲୀ ଓ ମେଣ୍ଢାଶାଳରେ ଜମି ଦେବାକୁ କହି ଠକିଥିଲା ମେହେରପଲ୍ଲୀ ଜମି…

ପଦାଦିଗି ଗ୍ରାମରେ ଭକ୍ତିମୟ ପରିବେଶରେ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ

ଚିକିଟି,(ଜଗନ୍ନାଥ ନାୟକ):- ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ପଦାଦିଗି ଗ୍ରାମପଞ୍ଚାୟତର ପଦାଦିଗି ଗ୍ରାମରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ଭକ୍ତି, ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି।ମଠର ମହନ୍ତ ଏବଂ ଗ୍ରାମବାସୀଙ୍କ ମିଳିତ…
error: Content is protected !!