Photo of the day; Butterflies are graceful, flying insects

ପ୍ରଜାପତିଗୁଡ଼ିକ ହେଉଛନ୍ତି ସୁନ୍ଦର ଓ ଉଡ଼ିପାରୁଥିବା କୀଟ, ଯେଉଁଗୁଡ଼ିକ ସେମାନଙ୍କର ଉଜ୍ଜ୍ୱଳ ଡେଣା, ସମ୍ପୂର୍ଣ୍ଣ ଜୀବନଚକ୍ର ପରିବର୍ତ୍ତନ ଏବଂ ଉଦ୍ଭିଦଗୁଡ଼ିକରେ ପରାଗସଙ୍ଗମ କରାଇବାର ଭୂମିକା ପାଇଁ ଜଣାଶୁଣା। Butterflies are graceful, flying insects known for their…

ଅପରାଧିକ ରେକର୍ଡ ଥିଲେ ମାମଲା ହଟିବନି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- CJP ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପ୍ରସଙ୍ଗ ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କଲା ଦିଲ୍ଲୀ ପୋଲିସ ଯେଉଁମାନଙ୍କ ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ନାହିଁ ମାମଲା ହଟିଛି ଜୁଲାଇ ୨୦ ‘ଚଲୋ ସଂସଦ’…

ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା: ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ନଜରରେ ରଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ୪…

ବାଲିଗୁଡ଼ା ଠାରେ ବଳିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡ଼ା,୩୦/୦୭(ସୁକାନ୍ତ କୁମାର ତ୍ରିପାଠୀ): ବଳିଷ୍ଠ ନାଗରିକ ସଂଘ ବାଲିଗୁଡ଼ା ଠାରେ ନୂତନ କର୍ମକର୍ତ୍ତା ଚୟନ ସଭା ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ସଂଘର ସଭାପତି ଭାବେ ଡ଼. ମଧୁସୂଦନ ମହାପାତ୍ର, ଉପସଭାପତି ଭାବେ ନନ୍ଦ କିଶୋର ପଣ୍ଡା, ସମ୍ପାଦକ ଭାବେ ପ୍ରକାଶ…

ଆଇବିଏମ୍ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା (AI) ତାଲିମ କାର୍ଯ୍ୟକ୍ରମ

ବାଲିଗୁଡା, ୩୦/୦୭: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଗୁରୁବାର ଆଇବିଏମ୍ (IBM) ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence-AI) ସମ୍ପର୍କିତ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର…

ଆଦିବାସୀ ମହାବିଦ୍ୟାଳୟରେ ଯୁବ ଅଧ୍ୟାପକଦ୍ୱୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, ୩୦/୦୭: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଗୁରୁବାର ଅପରାହ୍ଣରେ ଦୁଇ ଜଣ ଯୁବ ଅଧ୍ୟାପକଙ୍କୁ ଭାବବିହ୍ୱଳ ପରିବେଶରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ…

ପ୍ରାଚୀନ ପରମ୍ପରା କଣ୍ଢେଇ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ରସାହୁ):- ଆଷାଢ଼ ପୂର୍ଣ୍ଣିମା ରେ ସ୍ଥାନୀୟ ବଡ଼ ବଜାର ଖାସ୍ପା ସାହି ଓ ଜଉରା ସାହି ଠାରେ ଆମ ସଂସ୍କୃତି, ଆମ ପରମ୍ପରା ଅନୁଷ୍ଠାନ ତରଫରୁ ବୁଧବାର ସନ୍ଧ୍ୟାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।…

ବାଲିଗୁଡ଼ାରେ ଘରେ ପଶି ଚୋରି ଘଟଣାର ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା,୩୦/୦୭: (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଏକ ଘରେ ପଶି ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ବାଲିଗୁଡ଼ା ଥାନା କେସ୍ ନଂ-୧୮୯, ତାରିଖ ୨୫.୦୭.୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ

ଫୁଲବାଣୀ, ୨୮/୦୭ ( ସୁକାନ୍ତ କୁମାର ତ୍ରିପାଠୀ ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଘୋଷିତ ଐତିହାସିକ ନିଷ୍ପତ୍ତିକୁ କନ୍ଧମାଳ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ୱାଗତ…

ଆଜି ନୀଳାଦ୍ରୀ ବିଜେ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବଡ଼ ଦିଅଁ, ବଡ଼ ଠାକୁର ନାଁରେ ପରିଚିତ ଆମ କାଳିଆ ସାଆନ୍ତେ । ସତରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ସବୁଠୁ ନିଆରା । କାଳିଆ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । କାଳିଆ ନାଁ ଶୁଣିଲେ ରୋଗୀର ରୋଗ ଭଲ ହୋଇଯାଏ, ଆଉ ଶୁଖିଲା ଡାଳରେ ପତ୍ର…
error: Content is protected !!