ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ‘ପିଲାଙ୍କ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଅଛି’ ‘୨ରୁ ୩ ସପ୍ତାହ ହେଲାଣି ବିଜେଡି ଇସ୍ତଫା ଦାବି କରିଆସୁଛି’ ଧର୍ମେନ୍ଦ୍ରଙ୍କ ନିକଟରୁ ଶିଖନ୍ତୁ ନିତ୍ୟାନନ୍ଦ ଗଣ୍ଡ