ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ରାଜ୍ୟ ଓ ଦେଶ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି, ରାଜସ୍ବ ବିଭାଗର ବିଜ୍ଞପ୍ତି ସଦର ମହକୁମା ବା ହେଡ୍କ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ ଅନେକ ଅଧିକାରୀ ଓ କର୍ମଚାରୀ ପୂର୍ବାନୁମତି ବିନା ଯାତ୍ରା କରୁଥିବାରୁ କଟକଣା