୯୨ ଲକ୍ଷ ଟଙ୍କାର ଠକେଇ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱର ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ ଭୁବନେଶ୍ୱର ସରକାରୀ ଜମିକୁ ନିଜର କହି ବିକିବା ମହଙ୍ଗା ପଡ଼ିଲା ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ମେହେରପଲ୍ଲୀ ଓ ମେଣ୍ଢାଶାଳରେ ଜମି ଦେବାକୁ କହି ଠକିଥିଲା ମେହେରପଲ୍ଲୀ ଜମି ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିଲା ଅଭିଯୁକ୍ତ ଜଣକ ସରକାରଙ୍କ ଠାରୁ କ୍ଷତିପୂରଣ ପାଇଥିଲେ

You might also like
error: Content is protected !!