୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍ ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧୪୦.୭୪ କୋଟି ଟଙ୍କା ସମଗ୍ର ଶିକ୍ଷା ଯୋଜନାରେ ପିଏବିର ଅନୁମୋଦନ ୬୦ଟି ବିଦ୍ୟାଳୟରେ କଳା, ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ ରାଜ୍ୟର ୨୦ଟି ଜିଲ୍ଲାର ବିଦ୍ୟାଳୟ ଏହି ଯୋଜନାର ସୁବିଧା ପାଇବେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି

You might also like
error: Content is protected !!