ଖୋର୍ଦ୍ଧା,(ସଞ୍ଜୀବ କୁମାର):-
CJP ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପ୍ରସଙ୍ଗ ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କଲା ଦିଲ୍ଲୀ ପୋଲିସ ଯେଉଁମାନଙ୍କ ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ନାହିଁ ମାମଲା ହଟିଛି ଜୁଲାଇ ୨୦ ‘ଚଲୋ ସଂସଦ’ ଅଭିଯାନରେ ସାମିଲ ନେଇ ଅନୁଧ୍ୟାନ ସରିଛି ୨ ହଜାର ୮ ଶହ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶ ଦେଖାଇ ସୂଚନା ଦେଲା ଦିଲ୍ଲୀ ପୋଲିସ