କନ୍ଧମାଳରେ ଶୀତର ଲହରୀ ଜାରି
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ଅଞ୍ଚଳରେ ପୁଣି ଥରେ ଜାନୁଆରୀ ୧ ତାରିଖ ଠାରୁ ଶୀତର ଲହରୀ ଆରମ୍ଭ ହୋଇଯାଇଛି।ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ | ଚାରିଆଡେ କୋହଲା ପାଗ, ଦିନ ଦଶଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ | ବାଲିଗୁଡାର ଉପାନ୍ତ!-->…