ଖାଦ୍ୟ ଯୋଗାଣ ମନ୍ତ୍ରୀ: ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା

ଭୁବନେଶ୍ୱର(ଏସ.ଏମ.ପି) ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ ଯାଇ ଇ-କେୱାଇସି କରାଇଛନ୍ତି ।ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ ଇ-କେୱାଇସି କରାଯିବ । ବର୍ତ୍ତମାନ ସୁଦ୍ଧା ୮୫% ଇ-କେୱାଇସି ସରିଲାଣି । ବର୍ତ୍ତମାନ ଏହା ସମସ୍ତଙ୍କର ହେବ । ଏଯାବତ ୫୦ ଲକ୍ଷ ଲୋକ ଇ-କେୱାଇସି କରିନାହାନ୍ତି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

You might also like
error: Content is protected !!