ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ରାମପଲ୍ଲୀ ଗ୍ରାମରେ ଶୀତ ବସ୍ତ୍ର ବଣ୍ଟନ

ଛତ୍ରପୁର(ବିଚିତ୍ର ସାହୁ,୧/୧)ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଆନୁକୂଲ୍ଯରେ ଏହାର ବରିଷ୍ଠ ସଭ୍ଯ ଯୋଗେନ୍ଦ୍ର କାପୁରଙ୍କ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ଆର୍ଥିକ ଅନଗ୍ରସର ଶ୍ରେଣୀର ଏକଶହ ଦୁଇ ଜଣ ମହିଳାମାନଙ୍କୁ ନବ ବର୍ଷ ଅବସରରେ ଶୀତ ବସ୍ତ୍ର ବଣ୍ଟନ…

ନବବର୍ଷରେ ମନ୍ଦିର ପ୍ରାଙ୍ଗଣରେ ବଣଭୋଜି

ବ୍ରହ୍ମପୁର:: ଭାରତ ରେ ଅଧିକାଂଶ ଲୋକ ଇଂରାଜୀ ନବବର୍ଷ କୁ ପାଳନ କରନ୍ତି | ନୁଆଁ ବର୍ଷ ରେ ପ୍ରାୟ ଅଧିକାଂଶ ଲୋକ ଭୋଜି କରିଥାନ୍ତି | ପୁରୁଣା ଦିନକୁ ମନେରଖିବାପାଇଁ ନୁଆଁ ବର୍ଷ ରେ ବହୁଦିନର ପୁରାତନ ସାଙ୍ଗସାଥି ଆଜି ଅମ୍ବାପୁଆ ଜଗନ୍ନାଥ ମନ୍ଦିର କୁ ସମସ୍ତ ପୁରାତନ ସାଙ୍ଗସାଥି ପ୍ରଥମେ…

ଟୁରିଜିମ୍ ହବ୍ ହେବ ଓଡିଶା: ପ୍ରଭାତୀ ପରିଡା

ଖୋର୍ଦ୍ଧା (ସଞ୍ଜୀବ କୁମାର):-ନୂଆବର୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ଟୁରିଜିମ୍ ହବ୍ ହେବ ଓଡିଶା । ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି । ୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ଖୋର୍ଦ୍ଧା (ସଞ୍ଜୀବ କୁମାର)ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ ।ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ।ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା । -ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
error: Content is protected !!