ପ୍ରତ୍ୟେକ ଦିନ ଖାଆନ୍ତୁ ଗୋଟାଏ ପିଜୁଳି, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର,ଏସଏମପି:-ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଭଳି କି ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତ ଦିନେ ସେଓରୁ…

ମହାନଦୀ ଗଭୀରତା ର ସୂଚନା ଫଳକ ଲାଗୁ

ନୟାଗଡ,୨ l ୧ :  ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠ ପର୍ଯ୍ୟଟନ ମାନଚିତ୍ର ରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା ବେଳେ ପୁରୀ ଶ୍ରୀ ଜଗନ୍ନାଥ ଧାମର ଆଦି ପୀଠ ଭାବରେ ଶ୍ରୀ ନୀଳମାଧଵ କ୍ଷେତ୍ର ସର୍ବ ଜନ ବିଦିତ l କପିଳ…

ବ୍ରହ୍ମପୁରରେ ପହଞ୍ଚିଲା ଡବଲ ଡେକର; ଭୁବନେଶ୍ବରରୁ ପୁରୀକୁ ଗଡ଼ିବ ଏହି ବସ୍‌

ବ୍ରହ୍ମପୁର,ବିଚିତ୍ରସାହୁ:-ବ୍ରହ୍ମପୁର ପହଞ୍ଚିଲା ଡବଲ ଡେକର । ମହାରାଷ୍ଟ୍ରରୁ ଆସିଥିବା ଡବଲ ଡେକର ବସ୍‌ ପହଞ୍ଚିଲା। ଭୁବନେଶ୍ବରରୁ ପୁରୀକୁ ଗଡ଼ିବ ଏହି ବସ୍‌ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ସଜେଇ ହେଉଥିବା ବେଳେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ…

ପିଆଜ ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା?

ଭୁବନେଶ୍ୱର,ଏସଏମପି:- ପିଆଜ ପ୍ରାୟ ସମସ୍ତଙ୍କ ପସନ୍ଦ । ପିଆଜକୁ କିଏ କେତେ ଢଙ୍ଗରେ ଯେମିତିକି ଭଜା , ତରକାରୀ , ପକୋଡା କରି ଖାଆନ୍ତି । ଯାହାର ସ୍ବାଦ ପାଟିରେ ବାଜିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ ।ଠିକ୍ ସେମିତି ଶୀତଦିନରେ ପରିବା ବଜାରରେ ଏବେ ସବୁଜ ପିଆଜର ଚାହିଦା ବଢୁଛି । ଯାହାକୁ…

ସମବାୟ ମନ୍ତ୍ରଣାଳୟରେ ନେସନାଲ କୋପରେଟିଭ ଅର୍ଗାନିକ୍‍ ଲିମିଟେଡର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ଭୁବନେଶ୍ୱର,ପିଆଇବି:- କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟରେ ଜାତୀୟ ସମବାୟ ଜୈବିକ ଲିମିଟେଡର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ, ସମବାୟ ମନ୍ତ୍ରଣାଳୟର…

ଲକ୍ଷ୍ମୀ ଫାଉଣ୍ଡେସନ ତରଫରୁ କେରାଣ୍ଡିତୋଳାରେ ଗରୀବ ବିଧବାଙ୍କ କମଳ ବଣ୍ଟନ

ଛତ୍ରପୁର(ବିଚିତ୍ର ସାହୁ): ଖଠ୍ୟଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବ୍ରହ୍ମପୁର ଖୋଡାସିଙ୍ଗି ର ଲକ୍ଷ୍ମୀ ଫାଉଣ୍ଡେସନ ତରଫରୁ ଗ୍ରାମର ଗରୀବ ବିଧବା ମାନଙ୍କୁ ଶୀତ ବସ୍ତ୍ର,(କମଳ) ବଣ୍ଟନ କରାଯାଇଥିଲା।ସ୍ବର୍ଗତା ଲକ୍ଷ୍ମୀ ସାହୁଙ୍କ ଜନ୍ମ ଦିବସରେ ସ୍ବାମୀ ଶୌଣ୍ଢିକ…

ବରିଷ୍ଠ ଆଡଭୋକେଟ ସୁଧାଂଶୁ ଶେଖର ପଣ୍ଡାଙ୍କ ଦେହାନ୍ତରେ ସେବାନିବୃତ୍ତ ବିକାଶ ମଞ୍ଚର ଶୋକ ସଭା ଓ ସ୍ମୃତିଚାରଣ।

ବ୍ରହ୍ମପୁର(ବିଚିତ୍ରସାହୁ):-ବ୍ରହ୍ମପୁର, 02-01ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲାର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନ୍.ଜି.ଓ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାରମ୍ଭ ରେ ଦିବଂଗତ ବରିଷ୍ଠ…

ଏସିଡିଟି ହେଉଛି କି ? ଜାଣନ୍ତୁ କେମିତି ରୋକିବେ ..

ଭୁବନେଶ୍ୱର,ଏସ.ଏମପି:-ଯଦି ଆପଣଙ୍କର ଏସିଡିଟି ହେଉଛି ତାହାହେଲେ କଣ କରିବେ ଆସନ୍ତୁ ଜାଣିବା । ଏସିଡିଟି ହେବା ଏକ ସାଧାରଣ ସମସ୍ୟା । ଯାହା ଅନେକ କାରଣରୁ ଘଟିଥାଏ । ଯେପରି ଭୁଲ ଖାଦ୍ୟ ଖାଇଲେ , ଖାଦ୍ୟ ବିଳମ୍ବରେ ଖାଇଲେ । ଏସିଡିଟି ହେବାର ସମ୍ଭାବନା ଥାଏ । ଆପଣ ପ୍ରତିଦିନ ସକାଳେ ଖାଲି…

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଖୋର୍ଦ୍ଧା(ସଞ୍ଜୀବ କୁମାର):ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ 'ଆଭା' ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି…

ବରିଷ୍ଠ ଆଡଭୋକେଟ ସୁଧାଂଶୁ ଶେଖର ପଣ୍ଡାଙ୍କ ଦେହାନ୍ତରେ ସେବାନିବୃତ୍ତ ବିକାଶ ମଞ୍ଚର ଶୋକ ସଭା ଓ ସ୍ମୃତିଚାରଣ

ବ୍ରହ୍ମପୁର,(ବିଚିତ୍ର ସାହୁ):-ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲାର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନ୍.ଜି.ଓ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାରମ୍ଭ ରେ ଦିବଂଗତ ବରିଷ୍ଠ ଆଡଭୋକେଟ ତଥା ସଂଗ୍ରାମୀ…
error: Content is protected !!