ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ
ଖୋର୍ଦ୍ଧା(ସଞ୍ଜୀବ କୁମାର):ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ, ଅପରାହ୍ନରେ ରାଜଭବନ ପହଞ୍ଚିବେ କେ. ହରିବାବୁ। ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ରଘୁବର ଦାସଙ୍କ ଇସ୍ତଫା ପରେ କେ. ହରିବାବୁଙ୍କୁ ନିଯୁକ୍ତି ।