ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଉଦ୍ଘାଟିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟାଇଙ୍କ ସଂଯୋଜନାରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ପଣ୍ଡା ଉଦ୍‌ଘାଟନ ଓ ସଭାପତିତ୍ବରେ କରିଥିବା…

ନୂତନ ରାଜ୍ୟପାଳଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁରଙ୍କ ସୌଜନ୍ୟମୂଳକ ସାକ୍ଷାତ

ଖୋର୍ଦ୍ଧା (ସଞ୍ଜୀବ କୁମାର):-ରାଜଭବନ ପରିସରରେ ଓଡିଶାର ନୂତନ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଓ ଶୃଙ୍ଖଳା…

ବିଦ୍ୟାର୍ଥୀ ଉଜ୍ଜଳ ଭବିଷ୍ୟତ ନିର୍ମାଣ  ଯୋଗ  ଶିବିର 

ନୟାଗଡ଼( ପ୍ରଭାକର ଶିରୋମଣି ):ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ  ଯୋଗ ବିଷୟକ ଆଲୋଚନା ଚକ୍ର ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି l     "  ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣ ଶିବିର " ମାଧ୍ୟମରେ  ଅଧ୍ୟାପକ…

ମାଘମେଳା ମହୋତ୍ସବ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନୟାଗଡ଼(ପ୍ରଭାକର ଶିରୋମଣି, ୬/୧):-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମାଘ ମେଳା ମହୋତ୍ସବ ଆସନ୍ତା ଭୌମି ଏକାଦଶୀ ମେଳା ଅବସର ରେ ଅନୁଷ୍ଠିତ ହେବା ପାଇଁ ପ୍ରଥମ  ପ୍ରସ୍ତୁତି ବୈଠକ ଆଜି ସୋମବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ…

ହାଡଙ୍କୁ ଫମ୍ପା କରିଦିଏ ଏହି ଖାଦ୍ୟ?

ଭୁବନେଶ୍ୱର,(ଏସ.ଏମ.ପି):- ଏମିତି କିଛି ପ୍ରକାର ଖାଦ୍ୟ ଅଛି ଯାହାର ନିୟମିତ ଓ ଅଧିକ ସେବନ ରୁ ହାଡର କ୍ୟାଲସିୟମ ସରିଯାଇଥାଏ । ଆମ ହାଡ ପାଇଁ କ୍ୟାଲସିୟମ ବହୁତ ଆବଶ୍ୟକ ଜିନିଷ ଅଟେ । ଆଜିକାଲି କେବଳ ବୁଢା ଲୋକ ନୁହେଁ ଛୁଆ ଏବଂ ଯୁବପିଢି ମଧ୍ୟ ହାଡ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ହାଡ…

ବୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ

ଆର,ଉଦୟଗିରି( ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଳକ୍ ଅନ୍ତର୍ଗତ ଛେଳିଗଡ଼ ମଧ୍ୟମ ଜଳ ପ୍ରକଳ୍ପକୁ ଆଜି ଓଡ଼ିଶାର ଉଚ୍ଚତମ ନିୟାଳୟ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଛେଳିଗଡ଼ ମଧ୍ୟମ ଜଳ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଛେଳିଗଡ଼…

ନୂଆ ବର୍ଷରେ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ଭେଟି

ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରେ ସାତଟି ଗ୍ରାମର ସମସ୍ତ ବିଦ୍ୟାଳୟକୁ ଯାଉଥିବା ୩୬୯ ( ପ୍ରଥମ ଠାରୁ ଦଶମ) ଛାତ୍ର ଛାତ୍ରୀ ମାନଙ୍କୁ FFVFP ପ୍ରୋଗ୍ରାମ ଦ୍ଵାରା, CCD ଅନୁଷ୍ଠାନ ପକ୍ଷରୁ ଲିନ୍ସି ଫାଉଣ୍ଡେସନ ସହାୟତାରେ , ନୂଆ ବର୍ଷରେ ଶିକ୍ଷା ଉପକରଣ…

ନୂତନ ରାଜ୍ୟପାଳଙ୍କୁ ସାକ୍ଷତ କଲେ ପାରଳା ବିଧାୟକ

ଆର,ଉଦୟଗିରି (ମନୋଜ ପାଢୀ): ନୂତନ ଭାବେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଡ଼.ହରିବାବୁ କାମ୍ଭମପତିଙ୍କୁ ଭୁବନେଶ୍ୱର ସ୍ଥିତ ରାଜଭବନ ଠାରେ ସାକ୍ଷାତ କରି ସ୍ୱାଗତ ଜଣାଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓଡିଶାର ଉନ୍ନତି କିଭଳି ହେବ ସେନେଇ…

ପାରିବାରିକ କଳହରୁ ହତ୍ୟାକାଣ୍ଡ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୫/୧):-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାରୁ ପ୍ରକାଶ ସ୍ତ୍ରୀ କୁ ହତ୍ୟା କଲା ସ୍ଵାମୀ। ଅଡବା ଥାନା ଅନ୍ତର୍ଗତ କାଲେମା ଗାଁ ନିକଟସ୍ଥ ଡଙ୍ଗର ମଧ୍ୟରେ ପ୍ରଥମ ସ୍ତ୍ରୀ ଲକ୍ଷ୍ୟ ହୀରାରାଣୀ ନାୟକଙ୍କୁ…

ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ,୫/୧): ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରଙ୍ଗଣରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ ବିକାଶିତ କରିବା ଲକ୍ଷ୍ୟରେ ଆୟୋଜିତ…
error: Content is protected !!