ନୂତନ ରାଜ୍ୟପାଳଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁରଙ୍କ ସୌଜନ୍ୟମୂଳକ ସାକ୍ଷାତ
ଖୋର୍ଦ୍ଧା (ସଞ୍ଜୀବ କୁମାର):-ରାଜଭବନ ପରିସରରେ ଓଡିଶାର ନୂତନ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଓ ଶୃଙ୍ଖଳା ପରିସ୍ଥିତି,ରାଜ୍ୟବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଆଦି ପ୍ରସଙ୍ଗରେ ଡିଜିପି ଅବଗତ କରିଥିଲେ।