ମେଟ୍ରୋ ଯୋଗାଯୋଗ ବଢ଼ାଇବାକୁ ଏବଂ ସହରାଞ୍ଚଳ ପରିବହନକୁ ସୁଦୃଢ଼ କରିବାକୁ ହେଉଥିବା ବ୍ୟାପକ କାର୍ଯ୍ୟ ବାବଦରେ ସୂଚନା ଦେଲେ…
ଭୁବନେଶ୍ୱର,(ପି.ଆଇ.ବି):- ଦେଶବ୍ୟାପୀ ସହରାଞ୍ଚଳର ପରିବହନରେ ରୂପାନ୍ତର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମେଟ୍ରୋ ନେଟୱର୍କକୁ ବିସ୍ତାର କରିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହା ଲକ୍ଷ ଲକ୍ଷ ନାଗରିକଙ୍କ ‘ଇଜ ଅଫ!-->…