ଅସହାୟ ଅବସ୍ଥାରେ ପଡିଥିବା ୭୫ ବର୍ଷୀୟ ବୃଦ୍ଧ ଉଦ୍ଧାର

କୁକୁଡାଖଣ୍ଡି,ବିଜୟ କୁମାର ଗୌଡ଼ : କୁକୁଡାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ କିଛି ଦିନ ଧରି ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ପଡି ରହିଥିଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା। ୭୫ ବର୍ଷୀୟ ବୃଦ୍ଧଙ୍କୁ କେହି ଜଣେ ଛାଡି ଚାଲିଗଲେ ସୂଚନା l ସ୍ଥାନୀୟ…

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚନ୍ଦ୍ରପୁର, କୈଳାଶ ମାଳବିଷୋୟୀ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମିଟିଙ୍ଗ ହଲ ପରିଷରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭିନ୍ନକ୍ଷମ ହିତାଧକାରୀଙ୍କୁ ସରାକରଙ୍କ ବିଭିନ୍ନ ସୁବିଧା ଓ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରl ଯାଇଥିଲା l…

ଆଦିବାସୀ ମହାବିଦ୍ୟାଳୟରେ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନତା

ବାଲିଗୁଡ଼ା:୨୫/୦୮:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ନେଇ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ…

ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ପାଖକୁ ଆସିଲା ପାଟ ରାକ୍ଷୀ, ବଳଦେବ…

କେନ୍ଦ୍ରାପଡା - ଆମ ମସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ରକ୍ଷା ବନ୍ଧନ ଅଟେ , ଏହି ଦିନରେ ସମସ୍ତ ଭଗିନୀ ମାନେ ତାଙ୍କ ଭାଇଙ୍କ ହସ୍ତ ରେ ରକ୍ଷା ବନ୍ଧନ କରିଥାନ୍ତି | ଶ୍ରୀ ବଳଭଦ୍ର ମହାପ୍ରଭୁ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମା ସୁଭଦ୍ରା  ରକ୍ଷା ବନ୍ଧନ କରିଥାନ୍ତି ଏବଂ ଏହି ଦିନ ମଧ୍ୟ…

ପାନୀୟ ଜଳ ଭିତ୍ତିଭୂମିର ସୁଧାର ପାଇଁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ; ଷ୍ଟେସନ-ୱାରୀ ପଦକ୍ଷେପ ଉପରେ ରହିବ ନଜର

ଭୁବନେଶ୍ୱର ପିଆଇବି : ଭାରତୀୟ ରେଳବାଇ ଏହାର ନେଟୱାର୍କରେ ପାନୀୟ ଜଳକୁ ନେଇ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ନିରାପଦ ଏବଂ ପରିଷ୍କାର ପାନୀୟ ଜଳର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା। ଏଥିପାଇଁ,…

ଦିଗିପଡି ଗାଁରେ ବିପଦସଂକୁଳ ରାସ୍ତା, ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି

ବାଲିଗୁଡ଼ା, ୨୫/୦୮:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗିପଡ଼ି ଗାଁରେ ରାସ୍ତାକୁ ଲାଗି ରହିଥିବା କେନାଲ ଯୋଗୁଁ ରାସ୍ତା ଧୋଇ ଯାଇ ବିପଦସଂକୁଳ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ଋତୁରେ କେନାଲରେ ପ୍ରବଳ ଜଳ ପ୍ରବାହ ହେବା…

ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ଯକ୍ରମ ଉଦଯାପିତ

ବ୍ରହ୍ମପୁର,(ବିଚିତ୍ରସାହୁ):- ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଆନୁକୂଲ୍ୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ପର୍ବ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଝାନ୍ସୀରାଣୀ କରାଟେ…

ଚନ୍ଦ୍ରପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଚନ୍ଦ୍ରପୁର,(କୈଳାଶ ମାଳବିଷୋୟୀ):- ଚନ୍ଦ୍ରପୁର ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ,…
error: Content is protected !!