ସୁବାସ ସିଂହ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୁନର୍ବାର ଗଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ସୁବାସ ସିଂହ ପ୍ରଫୁଲ୍ଲ ସାମଲ ପରାମର୍ଶଦାତା ଓ ନବ କିଶୋର ମହାନ୍ତି କାର୍ଯ୍ୟକାରୀ ସଭାପତି ୭ ଉପସଭାପତିଙ୍କୁ ନିଯୁକ୍ତି, ଅରିନ୍ଦମ ସର୍ଖେଲ କୋଷାଧ୍ୟକ୍ଷ

ଆଇଆଇଟି ଭୁବନେଶ୍ୱରରେ ରକ୍ତଦାନ ଶିବିର ଆୟୋଜିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଇଆଇଟି ଭୁବନେଶ୍ୱରର ଜାତୀୟ ସେବା ଯୋଜନା (ଏନଏସଏସ) ଦଳ ୨୩ ଅଗଷ୍ଟ ୨୦୨୬ରେ ପ୍ରତିଷ୍ଠାନର ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଉମ୍ମିଦ ୭.୦) ଆୟୋଜନ କରିଥିଲେ। ଶିବିର ସମୟରେ ମୋଟ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ…

କରେନ୍ଦ୍ର ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାଲିଗୁଡ଼ା : ୨୪/୦୮:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସଭାଗୃହଠାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତ…

ଶ୍ରାବଣର ଶେଷ ସୋମବାରରେ କନ୍ଧମାଳର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଅପାର ସମାଗମ

ବାଲିଗୁଡ଼ା, ୨୪/୦୮: ସୁକାନ୍ତ କୁମାର ତ୍ରିପାଠୀ ଶ୍ରାବଣ ମାସର ଶେଷ ସୋମବାର ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସମେତ ବିଭିନ୍ନ ଅଞ୍ଚଳର ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ କାଉଡ଼ିଆ…

ବନ୍ୟା ପ୍ରଭାବିତଙ୍କୁ ବର୍ଷା ଭୟ ଆଜିଠୁ ସପ୍ତାହେ ବର୍ଷା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ୱର ରାଜ୍ୟରେ ଏବେ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଆଦି ସମସ୍ତ ନଦୀର ଜଳସ୍ତର ଉଭୟ ବିପଦ ସଙ୍କେତ ଏବଂ ସତର୍କ ସଙ୍କେତଠାରୁ କମ୍ ଅଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ…

ଜାତୀୟ ମହାକାଶ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମହାକାଶ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆହୁରି ବଡ଼ ସ୍ୱପ୍ନ ଦେଖିବା, ଅଧିକ ଉଦ୍ଭାବନ କରିବା ଏବଂ ନୂତନ ସୀମାକୁ ଆଗକୁ ବଢାଇବା ପାଇଁ ଆହ୍ୱାନ କରିଥିଲେ।ପ୍ରଧାନମନ୍ତ୍ରୀ ଏକ୍ସ ଉପରେ …

ବାଲିଗୁଡ଼ାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ

ବାଲିଗୁଡ଼ା : 23/08 : ସୁକାନ୍ତ କୁମାର ତ୍ରିପାଠୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ବାଲିଗୁଡ଼ା ନଗରରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ର (ଜିତୁ ଭାଇ)ଙ୍କ ଅଧ୍ୟକ୍ଷତାରେ ଗାୟତ୍ରୀ ମନ୍ଦିର ପରିସରରେ ପାଳିତ…

୭ଦିନ ପାଇଁ ବର୍ଷା ନେଇ ସତର୍କତା ଜାରି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆସନ୍ତାକାଲି ପାଇଁ ୨୦ଜିଲ୍ଲାକୁ ସତର୍କତା*ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ମଡେଲ୍ ଅନୁସାରେ ଏହି ସିଷ୍ଟମ୍‌ଟି ୨୬ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ…

ଆଇଆଇଟି ଭୁବନେଶ୍ୱରକୁ ରାଜଭାଷା ଉତ୍କର୍ଷ ପୁରସ୍କାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆର୍ଥିକ ବର୍ଷରେ ସରକାରୀ ଭାଷା କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି ) ଭୁବନେଶ୍ୱରକୁ "ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬" ଅନ୍ତର୍ଗତ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।୨୧ ଅଗଷ୍ଟ ୨୦୨୬ରେ ନଗର…
error: Content is protected !!