ସ୍ୱାମୀଜୀଙ୍କ ଜୟନ୍ତୀ ଅବସରରେ ପୂଜ୍ୟପୂଜାର ଅନନ୍ୟ ଉଦାହରଣ ସୃଷ୍ଟି କଲା ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ
କୁକୁଡ଼ାଖଣ୍ଡି(ଇ.ରଞନ):- ବିଶ୍ଵବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କର ୧୬୨ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ଆନୁକୂଲ୍ୟରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଜାନୁଆରୀ ୧୨ ତାରିଖ ଜାତୀୟ ଯୁବ ଦିବସ ପରିପ୍ରେକ୍ଷୀରେ ପ୍ରାତଃ ସମୟରେ!-->…