ଡେଭେଲପମେଣ୍ଟ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ

ରାମଚନ୍ଦ୍ରପୁର,ନ୍ୟୁଜ ନର୍ଭ : ବିବେକାନାନ ଜୟନ୍ତୀ ଉପଲକ୍ଷ୍ୟେ ଭlରତ ବିକଶ ରୁରାଲ ଡେଭେଲପମେଣ୍ଟ ଟ୍ରଷ୍ଟ ତରଫରୁ ଗଞ୍ଜମ, ଜିଲା ବ୍ରହ୍ମପୁର୍ ନିକଟ ରାମଚନ୍ଦ୍ରପୁର ବିଶ୍ଵ ନିକେତନ ଜରାଶ୍ରମରେ ବୃଦ୍ଧ, ବୃଦ୍ଧା ମନଙ୍କୁ ଶୀତଦିନିଆ କମ୍ବଳ ବଣ୍ଟନ ର କାର୍ଯ୍ୟକ୍ରମ କରାଯାଇଥିଲା lଡେଭେଲପମେଣ୍ଟ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ ଅବଶରରେ ବିବିଆରଡିଏ ଟଷ୍ଟ ନିଦ୍ଧେର୍ଶିକା ଶ୍ରୀମତି ପ୍ରତିମା ବେହେରା, ଟ୍ରଷ୍ଟ ପରିଚାଳକ ଶୁରେଶ ଚନ୍ଦ୍ର ବେହେରା, ଟ୍ରଷ୍ଟ ମୁଖ୍ଯ ସଦସ୍ୟ ନରସିଂହ ରାଉତ,ନରସିଂହ ଗୌଡ଼,ଦେବାଶିଷ ଆଚାର୍ଯ୍ୟ ଓ ସେମାଜସେବୀ ସଦାଶିବ ନାୟକ,କେ ପିଟର,ଓ ଅମନ୍ତ୍ରିତ ହୋଇ ଆସିଥିବା ମୁଖ୍ୟ ଅତିଥି ଶ୍ରୀ ମଙ୍ଗରାଜ ନାଗ,ଶ୍ରୀମତୀ ଜମୁନା ନାଗ ଙ୍କ କରକମଲରେ ବଣ୍ଟନ କରାଯାଇଥିଲା lଡେଭେଲପମେଣ୍ଟ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ ପରିସେସରେ ଶ୍ରୀଯୁକ୍ତ ନାଗ ସମସ୍ତ ବୃଦ୍ଧ,ବୃଦ୍ଧା ମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରିଥିଲେ lଡେଭେଲପମେଣ୍ଟ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ

You might also like
error: Content is protected !!