ଖ୍ରୀଷ୍ଟିୟ ଉଦଯୋଗ ସମ୍ମିତି ସମ୍ମିଳନୀର ୬୯ତମ ବାର୍ଷିକ ଦୁଇଦିନିଆ ସଭା

ଆର,ଉଦୟଗିରୀ(ମନୋଜ କୁମାର ପାଢ଼ୀ, ୧୨/୧):-ଗଜପତି ଜିଲ୍ଲା ଉତ୍କଲ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଅନ୍ତର୍ଗତ ଉତ୍କଲ ବାପଟିଷ୍ଟ ମଣ୍ଡଳୀ ଗୁମ୍ମା ଖ୍ରୀଷ୍ଟିୟ ଉଦଯୋଗ ସମ୍ମିତି ଆୟୋଜନରେ ଉଦଯୋଗ ସମ୍ମିତି ସମ୍ମିଳନୀର ୬୯ତମ ବାର୍ଷିକ ଦୁଇଦିନିଆ ସଭା ଶୁଭାରମ୍ଭ ହୋଇଯାଇଛି। ଏହା ଦୁଇଦିନ ଧରି…

ପୂର୍ବତନ ବିଡିଏ ଚେୟାରମେନ କୈଳାସ ରଣାଙ୍କ ପିତୃ ବିୟୋଗ

ବ୍ରହ୍ମପୁର:,ପୂର୍ବତନ ବିଡିଏ ଚେୟାରମେନ କୈଳାସ ରଣା ଙ୍କ ପିତା ତଥା ବରିଷ୍ଠ ଲୋକ କଳାକାର ଶ୍ରୀ ଗୋବିନ୍ଦ ରଣା ଙ୍କ ଆଜି ଭୋର ରେ ସ୍ୱର୍ଗବାସ ହୋଇଯାଇଛି, ମୃତ୍ୟୁ ବେଳ କୁ ତାଙ୍କୁ 92ବର୍ଷ ହୋଇଥିଲା । ସେହାସ୍ୟ ରସାତ୍ମକ ମାଧ୍ୟମ ରେ ଲୋକ କଳା ର ପ୍ରଚାର କରିଥିଲେ ।ସେ କିଛିଦିନ ହେବ…

ପ୍ରବାସୀ ଭାରତ ଜାତୀୟ ଉତ୍ସବରେ ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀଙ୍କ ଯୋଗଦାନ

ନୟାଗଡ଼(ପ୍ରଭାକର ଶିରୋମଣି):- ପ୍ରବାସୀ ଭାରତ ଜାତୀୟ ଉତ୍ସବରେ ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଓରମାସ ପକ୍ଷରୁ ଏକ ସଂସ୍କୃତି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଯେଉଁଥିରେ କଣ୍ଟିଲୋ କଂସାବାସନ ଏବଂ ନୀଳମାଧବ…

ଅଧପନ୍ତରିଆ ଶ୍ରେଣୀଗୃହ କାମ, ଗଛ ତଳେ ପିଲାଙ୍କ ଭବିଷ୍ୟତ ଗଢା

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଏତେ ସବୁ ଯୋଜନା ସତ୍ତ୍ବେ ଏବେବି ଅନେକ ବିଦ୍ୟାଳୟର ଉନ୍ନତି ହୋଇନାହିଁ । ପ୍ରଶାସନର ଅବହେଳା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନୀଧିଙ୍କ…

ଭିନ୍ନ କ୍ଷମଙ୍କୁ ଅଟୋ :ଖୁସିରେ ପରିବାର ବର୍ଗ

ତୁମୁଡିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ଭିନ୍ନ କ୍ଷମ ସୁରେନ୍ଦ୍ର ବେରୁକ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତିନି ଚକିଆ ଯାନ ଅଟୋ ମିଳିଛି. ଏହାକୁ ନେଇ ସୁରେଦ୍ର ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି. ଦୀର୍ଘ ଦିନ ଧରି ଭିନ୍ନ କ୍ଷମ ସ୍ଵରେନ୍ଦ୍ର ଘରୁ ଯିବା ଆସିବ ପାଇଁ ବାଉଁଶ ବାଡ଼ି କୁ ନିଜର…

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଯୁବ ଦିବସ ପାଳିତ

ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆଇକ୍ଵୁଏସି ସଂଯୋଜକ ହିମାଂଶୁ ଚରଣ ସାହୁ…

ବ୍ରହ୍ମପୁର ବିବେକବିହାରରେ ବୈଦିକ ବିଶ୍ଵଶାନ୍ତି ନବକୁଣ୍ଡିୟ ଶ୍ରୀ ରୁଦ୍ରଚଣ୍ଡୀ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ବ୍ରହ୍ମପୁର(ବିଚିତ୍ର ସାହୁ):-ତା ୧୧/୦୧/୨୦୨୫ ବ୍ରହ୍ମପୁର ସ୍ଥିତ ବିବେକବିହାର ପଡ଼ିଆ ଠାରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଓଡ଼ିଶାରେ ପ୍ରଥମ ଥର ପାଇଁ ନବକୁଣ୍ଡିୟ ଶ୍ରୀ ରୁଦ୍ରଚଣ୍ଡୀ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବାଗେଶ୍ୱର ଧାମ ର ପୂଜ୍ୟ ଗୁରୁଦେବ ଶ୍ରୀ ଧୀରେନ୍ଦ୍ର କ୍ରିଷ୍ଣା…

ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହ ନେଲା ଉଗ୍ର ରୂପ । ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପଟେ ହତ୍ୟାକାରୀ ବାପା…

ମାଘ ମେଳା ମହୋତ୍ସବ କମିଟି ବୈଠକରେ ବିଧାୟକଙ୍କ ଆଲୋଚନା 

ନୟାଗଡ଼( ପ୍ରଭାକର ଶିରୋମଣି,୧୧/୧):- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମାଘ ମେଳା ମହୋତ୍ସବ ଆସନ୍ତା ଫେବୃଆରୀ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜିର ବୈଠକରେ ମହୋତ୍ସବ କମିଟି ର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ…

ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହକୁମ୍ଭ ମେଳା ନିମନ୍ତେ ସ୍ବତନ୍ତ୍ର ବସ ସେବା ଆସନ୍ତା କାଲି ଠାରୁ

ଛତ୍ରପୁର(ବିଚିତ୍ର ସାହ,୧୧/.୦୧):-ଆସନ୍ତା କାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ ଘଟିକା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟା କୁ ମହକୁମ୍ଭ ମେଳା ନିମନ୍ତେ ସ୍ବତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ। ଏହା ଆସନ୍ତା କାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ…
error: Content is protected !!