କନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନ

କନ୍ଧମାଳ(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ୨୮ ତମ ସାଧାରଣ ଅଧିବେଶନ ଗଞ୍ଜାମ ଜିଲ୍ଲା ସୋନପୁର ଠାରେ ଗତକାଲି ସଭାପତି ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କେମିଷ୍ଟ ଏକତା, କେମିଷ୍ଟ ମାନକଂ ବିଭିନ୍ନ ପ୍ରକାର ସମସ୍ଯା, ନିର୍ବାଚନ,ଆସୋସିଏସନ କିଭଳି ଜିଲ୍ଲା ର ବିଭିନ୍ନ ସଚେତନତା ଏବଂ ବିଭିନ୍ନ ଜନ କଲ୍ଯାଣ କାମରେ ନିୟୋଜିତ ହୋଇ ପାରିବ ସେ ସଂପର୍କକନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନକନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନକନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନକନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନକନ୍ଧମାଳ ଜିଲ୍ଲା କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ର ସାଧାରଣ ଅଧିବେଶନ ରେ ଆଲୋଚନା କରାଯାଇଛି |ଏଥିରେ ସଭାପତି ସୁଶାନ୍ତ କୁମାର ପଣ୍ଡା,ଉପ ସଭାପତି ଲକ୍ଷ୍ମିଧର ସାହୁ, କାଯ୍ଯକାରୀ ସଂପାଦକ ରବି ନାରାୟଣ ପାତ୍ର,ସଂପାଦକ ସୀମାଞ୍ଚଳ ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ପ୍ରୁଷ୍ଟି ,ସହ ସଂପାଦକ ୟୁ. ବଳରାମ ପାତ୍ର, ଓମ ପ୍ରକାଶ ବେହେରା ଙ୍କ ସହିତ ବରିଷ୍ଠ ସଭ୍ଯ ଗୋପିନାଥ ପ୍ରଧାନ, ଏସ. ମନ ସନ୍ତୋଷ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ବୈଠକରେ କନ୍ଧମାଳ ଜିଲ୍ଲାର ସମସ୍ତ କେମିଷ୍ଟ ଭାଇ ମାନେ ଯୋଗ ଦେଇଥିଲେ।

You might also like
error: Content is protected !!