ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ବୁଗୁଡା,୧୮/୦୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଅନ୍ତର୍ଗତ ମହାରଣାସାହି ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ନନ୍ଦ(୭୬)ଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ। ତେବେ ଗତ ଶୁକ୍ରବାର ଅପରାହ୍ନରେ…

ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ…

ଚଳିତମାସ ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ

ଖୋର୍ଦ୍ଧା ( ସଞ୍ଜୀବ କୁମାର):-ଚଳିତ ମାସ ୨୨ରୁ 'ପିଏମ୍-ଆବାସ ସର୍ଭେ: ଯୋଗ୍ୟ ହିତାଧିକାରୀଙ୍କୁ ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ କରିବେ ସରକାର । ଘର ପାଇବାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆୱାସ ପ୍ଲସ୍ ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ କରିବାକୁ…

ବାହାଦୁରପେଟା:ଆଶା ପବ୍ଲିକ ସ୍କୁଲ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର,ବିଚିତ୍ର ସାହୁ : ଆଶା ପବ୍ଲିକ ସ୍କୁଲ ପକ୍ଷରୁ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l ସ୍କୁଲ ସମ୍ପାଦିକା ସେବତୀ ପାଢ଼ୀ ଅଧକ୍ଷତlରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣ୍ଡିଆପଲ୍ଲୀ ର ଭାରତ ବିକାଶ ରୁରାଲ ଡେଭଲପମେଣ୍ଟ ର ସମାଜସେବୀ ସୁରେଶ ବେହେରା ଯୋଗ…

ସ୍ମୃତିରେ ଅମିୟବାଳା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଶିଷ୍ଟ ସାରସ୍ୱତ ସାଧିକା,ଯଶସ୍ବିନୀ କବୟିତ୍ରୀ,ସୁଖ୍ୟାତା ଅନୁବାଦିକା ଅମିୟବାଳା ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍ମୃତିସଭା ଅନୁଷ୍ଟିତ ହୋଇଯାଇଛି l ସ୍ମୃତିରେ ଅମିୟବାଳା ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହେଇଥିଲା l କଳିଙ୍ଗ ସାହିତ୍ୟ ସମାଜ…

ସାବଧାନ ! ଶୀତଦିନେ କଦଳୀ ଖାଉଥିଲେ?

ଭୁବନେଶ୍ୱର,(ଏସ.ଏମ.ପି):- କିଛି ଲୋକ କୁହନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଠିକ୍ ତ ଆଉ କିଛି ଲୋକ ମତ ଦିଅନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ମଧ୍ୟ ଏଭଳି ପ୍ରଶ୍ନ ଦ୍ୱାରା ଦ୍ୱନ୍ଦ୍ୱରେ ପଡୁଛନ୍ତି ପଡ଼ନ୍ତି, ତେବେ ଆପଣ ଏଠାରେ ଉତ୍ତର ପାଇବେ।ଶୀତ ଋତୁରେ ଖାଦ୍ୟକୁ…

ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ ପାଳଙ୍ଗ ଶାଗ?

ଭୁବନେଶ୍ୱର,(ଏସ.ଏମ.ପି):- ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ବିଭିନ୍ନ ଶାଗ ମାନଙ୍କ ମଧ୍ୟରୁ ଶୀତ ଦିନେ ମିଳୁଥିବା ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ ରୋଗରୁ ଆମକୁ…

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା କ୍ରୀଡ଼ା ଓ ସାହସିକ ପୁରସ୍କାର-୨୦୨୪ ପ୍ରଦାନ

ଭୁବନେଶ୍ୱର,(ପି.ଆଇ.ବି):- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆଜି (୧୭ ଜାନୁଆରୀ,୨୦୨୫) ଅନୁଷ୍ଠିତ ଏକ ଉତ୍ସବରେ କ୍ରୀଡ଼ା ଓ ସାହସିକ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ମଧ୍ୟରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର-୨୦୨୪; ଦ୍ରୋଣାଚାର୍ଯ୍ୟ…

ନୂଆ ସଂଚାର ସାଥୀ ମୋବାଇଲ ଆପ୍ ପ୍ରତ୍ୟେକ ନାଗରିକଙ୍କୁ ସିଧାସଳଖ ଟେଲିକମ୍ ସୁରକ୍ଷା ଉପକରଣ ଉପଲବ୍ଧ କରାଇବ

ଭୁବନେଶ୍ୱର,(ପି ଆଇ.ବି):- ସମଗ୍ର ଭାରତରେ ଟେଲିକମ୍ ଉପଲବ୍ଧତା, ନିରାପତ୍ତା ଏବଂ ସଶକ୍ତୀକରଣ ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଆଜି କେତେକ ନାଗରିକ କେନ୍ଦ୍ରୀତ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି…

ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପି.ଆଇ.ବି):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର । ଶ୍ରୀ ମୋଦୀ କହିଛନ୍ତି, “ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା…
error: Content is protected !!