ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା କ୍ରୀଡ଼ା ଓ ସାହସିକ ପୁରସ୍କାର-୨୦୨୪ ପ୍ରଦାନ

ଭୁବନେଶ୍ୱର,(ପି.ଆଇ.ବି):- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆଜି (୧୭ ଜାନୁଆରୀ,୨୦୨୫) ଅନୁଷ୍ଠିତ ଏକ ଉତ୍ସବରେ କ୍ରୀଡ଼ା ଓ ସାହସିକ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ମଧ୍ୟରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର-୨୦୨୪; ଦ୍ରୋଣାଚାର୍ଯ୍ୟ ପୁରସ୍କାର-୨୦୨୪; ଅର୍ଜୁନ ପୁରସ୍କାର-୨୦୨୪; ତେନଜିଙ୍ଗ ନର୍ଗେ ରାଷ୍ଟ୍ରୀୟ ସାହସିକ ପୁରସ୍କାର-୨୦୨୩; ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର-୨୦୨୪ ଏବଂ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି-୨୦୨୪ ଅନ୍ତର୍ଭୁକ୍ତ ।ପୁରସ୍କାର ବିଜେତାଙ୍କ ସୂଚୀ ଦେଖିବାକୁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ:

You might also like
error: Content is protected !!