ସ୍ମାର୍ଟ ମିଟର ବାଧ୍ୟତାମୂଳକ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ : ଶକ୍ତି ମନ୍ତ୍ରୀ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଏଣିକି ସ୍ମାର୍ଟ ମିଟର ହେବ ବାଧ୍ୟତାମୂଳକ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ…

ଚିଟିଙ୍ଗ ଘାଟିରେ ପିକାଅପ୍ ଭ୍ୟାନ ଦୁର୍ଘଟଣାର ମୂତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତିନି ଲକ୍ଷ ଟଙ୍କାର…

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚିଟିଙ୍ଗ ଘାଟିରେ ଗତ ତା ୧୧.୧୨.୨୦୨୪ ରିଖ ଦିନ ଏକ ପିକାଅପ୍ ଭ୍ୟାନ ଓଲଟିବାରୁ ସମୁଦାୟ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣଙ୍କୁ…

ମୋହନାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟlଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ…

ଅବକାରୀ ମନ୍ତ୍ରୀଙ୍କ ସମୀକ୍ଷl

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ସୋନାପୁର ଇକୋ ରିଟ୍ରିଟ ଠାରେ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅବକାରୀ ବିଭାଗକୁ ଚଳଚଞ୍ଚଳ ଓ ସଂପୂର୍ଣ୍ଣ କ୍ରିୟାନ୍ବୟନ କରିବା…

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମହାକୁମ୍ଭ ନଗରରେ କରିଥିବା ପ୍ରଦର୍ଶନୀରେ ସରକାରଙ୍କ ସଫଳତା,…

ଭୁବନେଶ୍ୱର,(ଏସ.ଏମ.ପି):- ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ…

ବାରଖମା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ଦାବି : ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଗର୍ଜନ କଲେ ୮ ପଞ୍ଚାୟତ ବସିନ୍ଧା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ଭେଷଭୂଷା ସହ ଅସ୍ତ୍ର ଶସ୍ତ୍ର ଧରି ବାଲିଗୁଡା ରେ ଗର୍ଜନ କରିଛନ୍ତି । ନୂତନ ବ୍ଲକ…

ଖେଳ ମାଧ୍ୟମରେ ମୋହନା ବନ ବିଭାଗର ଜଙ୍ଗଲ ସୁରକ୍ଷା ସଚେତନ

ଆର,ଉଦୟଗିରି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ବନଖଣ୍ଡ ଓ ମୋହନା ବନାଞ୍ଚଳ ପକ୍ଷରୁ କ୍ରିକେଟ ଖେଳ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଦିର୍ଘ ପାଞ୍ଚଦିନ ଧରି ମୋହନା ଓ ରା ଉଦୟଗିରି ବନାଞ୍ଚଳ ର ବନ ସୁରକ୍ଷା ସମିତି ର ଆଠଟି…

ବୁଗୁଡ଼ାରେ ନୂତନ ବିଡିଓଙ୍କ ଯୋଗଦାନ

ବୁଗୁଡ଼ା,୧୮/୦୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗ ଦେଇଛନ୍ତି l ସେ ପୂର୍ବରୁ କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସେ ବୁଗୁଡ଼ା ବିଡ଼ିଓ ଭାବେ ଯୋଗ ଦେବା ପରେ ବ୍ଲକ କର୍ମଚାରୀମାନେ ତାଙ୍କୁ ଆଜି…

ପୁରୁଷୋତ୍ତମପୁର ବ୍ଲକରେ ସପ୍ତମ ତମ ସାଧାରଣ ପଞ୍ଚାୟତ ସମିତି ବୈଠକ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ବୈଠକ ହଲରେ ସପ୍ତମ ତମସାଧାରଣ ବୈଠକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ମନୋଜ କୁମାର ନାୟକଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା | ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନୀତା ଶୁଭ ଦର୍ଶିନୀ ଓ ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ…

ବାସୁଦେବ ବିଜ୍ଞାନ କଲେଜ ରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତରଗର୍ତ ଭାଟ୍ଟକୁମରଡ଼ା ସ୍ଥିତ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତଦୁଇର ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ ନିମନ୍ତେ ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଶୁକ୍ରବାର ଦିନ…
error: Content is protected !!