ଅଡବା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆର,ଉଦୟଗିରି(ମନୋଜ କୁମାର ପାଢୀ ):- ଗଜପତି ଜିଲ୍ଲା ପରିବହନ ବିଭାଗ ଦ୍ୱାରା ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇଛି l ପ୍ରତ୍ୟେକ ଥାନା ଅଂଚଳ ରେ ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଶୁଭ୍ରାକାନ୍ତ ପଣ୍ଡାଙ୍କ ଉପସ୍ଥିତରେ ହରଭଙ୍ଗୀ ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ଙ୍କୁ ନେଇ ପୋଲିସ କର୍ମଚାରୀ ମାନେ ହାତରେ ସଚେତନତା କାର୍ଡ ଧରି ଅଡବା ବଜାର ରେ ଗାଡି ଚାଳକ ଓ ବାଇକ ଚାଳକ ଙ୍କୁ ସଡ଼କ ସଚେତନତା କରାଇଥିବା ଦେଖିବାକୁ ମିଳିଛି l

Smart Computer Ad
You might also like
error: Content is protected !!