ନାରାବାଜି କରି ପୋଷ୍ଟର ପୋଡିଲା ବିଜେପି    

 ନୟାଗଡ(ପ୍ରଭାକର ଶିରୋମଣି):- ସଂସଦ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଗତ ଶୁକ୍ରବାର ୩୧ ତାରିଖରେ ଅପମାନ ଜନକ ଟିପ୍ପଣୀ ଦେଇଥିବାରୁ ଗତ କାଲି ୩୧ ତାରିଖ ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ…

ଛେଲାଗଡ କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଆର,ଉଦୟଗିରି (ମନୋଜ କୁମାର ପାଢୀ)-ସାରା ଦେଶରେ ବର୍ତମାନ ଜାତୀୟ ଶିକ୍ଷା ନୀତି 2020 ଲାଗୁ ହୋଇଯାଇଥିବା ବେଳେ ଆଜି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଲାଗଡ ପଞ୍ଚାୟତ ଛେଲାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟୋର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି…

ଆଦିବାସୀ ମହାବିଦ୍ୟାଳୟ ଠାରେ ପାଠ୍ୟଚକ୍ର ଅନୁଷ୍ଠିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ଗତକାଲି ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡା ର ବାଣିଜ୍ୟ ବିଭାଗ ତରଫ ରୁ "CORPORATE SOCIAL RESPONSIBILITY" ବିଷୟରେ ଏକ ପାଠ୍ୟଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ର ଅଧକ୍ଷ କାର୍ତ୍ତିକ ଚନ୍ଦ୍ର ସି ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା…

ରାୟଗଡ ବ୍ଲକ ଅଧକ୍ଷା ଓ ଉପାଧ୍ୟାକ୍ଷାଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ, କୁଶପୁତ୍ତଳିକା ଦାହ ଓ ପଞ୍ଚାୟତ ରାଜ…

ଆର,ଉଦୟଗିରି (ମନୋଜ କୁମାର ପାଢୀ):-ରାୟଗଡ ବ୍ଲକ ଅଧକ୍ଷା ପୂର୍ଣ୍ଣ ବାସି ନାୟକ,ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଉପାଧ୍ୟାକ୍ଷା ଜ୍ୟୋତି ପ୍ରସାଦ ପାଣିଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ।…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଗ ୩୯ତମ ବାର୍ଷିକ ଉତ୍ସବ

ଆର,ଉଦୟଗିରି (ମନୋଜ କୁମାର ପାଢୀ).ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡଃ ମନସ୍ଵିନୀ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି…

କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି

ଖୋର୍ଦ୍ଧା(ସଞ୍ଜୀବ କୁମାର):-କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି । ରାସ୍ତାରେ ବୀମା ନଥିବା ଗାଡ଼ି ଗଡିଲେ ଏଥର କଟିବ ଚାଲାଣ । ଇ-ଡ଼ିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ ।,ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା ସ୍ଥିର କରାଯାଇଥିବା ବେଳେ ବାରମ୍ବାର…

ଭଲିବଲ୍ ଟ୍ରଫି ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଜୁ ଭଲିବଲ୍ ଟ୍ରଫି ଆରମ୍ଭ ହୋଇଛି l ସ୍ଥାନୀୟ ଗଜପତିନଗର ଠାରେ ଏହା ଚାଲୁ ରହିଛି l ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସଂଯୋଜନାରେ ଏହା ପରିଚାଳିତ ହେଉଛି l ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ସୁବାଷ ମହାରଣା, ଭଗବାନ ଗନ୍ତାୟତଙ୍କ ସମେତ ବିଜେଡ଼ି…

୧ରୁ ବ୍ରହ୍ମପୁର ମହୋତ୍ସବ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବ୍ରହ୍ମପୁର ମହୋତ୍ସବ ଆସନ୍ତା ୧ ରୁ ୬ପର୍ଯ୍ୟନ୍ତ ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ l ଏଥିରେ ରେ ରାଜ୍ୟ ଓ ରାଜ୍ୟ ବାହାର ଭିନ୍ନ ଭିନ୍ନ ଷ୍ଟଲ ସହ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ l ପ୍ରତ୍ୟକ ଦିନ ସାହିତ୍ୟ…

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାଇବିଜି ଠାରେ ବାର୍ଷିକ ମହୋତ୍ସବ ପାଳିତ

ଚନ୍ଦ୍ରପୁର, କୈଳାଶମାଳ ବିଶୋୟୀ: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ପଞ୍ଚାୟତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାଇବିଜି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ ଙ୍କ ନେତୃତ୍ୱ ରେ ଆଜି ରାଇବିଜି ଠାରେ ବାର୍ଷିକ ମହୋତ୍ସବ ପାଳିତ ହୋଇଛି l ମୁଖ୍ୟ ଅତିଥିଭାବେ…

ସିପାଞ୍ଜିରି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରିପୋଷଣୀୟ ଜୀବନଶୈଳୀ ବିଷୟବସ୍ତୁ ଉପରେ ଆଧାରିତ ଛାତ୍ରୀଛାତ୍ରଙ୍କ ଦ୍ୱାରା ୪୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି…
error: Content is protected !!