ଭଲିବଲ୍ ଟ୍ରଫି ଉଦଘାଟିତ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଜୁ ଭଲିବଲ୍ ଟ୍ରଫି ଆରମ୍ଭ ହୋଇଛି l ସ୍ଥାନୀୟ ଗଜପତିନଗର ଠାରେ ଏହା ଚାଲୁ ରହିଛି l ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସଂଯୋଜନାରେ ଏହା ପରିଚାଳିତ ହେଉଛି l ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ସୁବାଷ ମହାରଣା, ଭଗବାନ ଗନ୍ତାୟତଙ୍କ ସମେତ ବିଜେଡ଼ି କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ l
