ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ବିଶାଳ ସମାବେଶ

ବ୍ରହ୍ମପୁର, (ବିଚିତ୍ର ସାହୁ) : ସ୍ଥାନୀୟ ହିଞ୍ଜିଳିକାଟୁ ନିକଟସ୍ଥ ସାଉଁଳେଇ ଗ୍ରାମଠାରେ ଥିବା ମାଁ ଶ୍ୟାମଳାଇ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଏକ ବିଶାଳ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ, ନୟାଗଡ଼ ଜିଲ୍ଲାର ସମସ୍ତ ଦଣ୍ଡନାଚର ମୁଖ୍ୟ…

ଆନ୍ତର୍ଜାତିକ ମହିଳା ଦିବସ ପାଳିତ ।

ଆର. ଉଦୟଗିରି (ମନୋଜ କୁମାର ପାଢୀ):- ମହିଳାଙ୍କ ବିରୁଦ୍ଧରେ ଭେଦଭାବ ଓ ହିଂସା ବିରୁଦ୍ଧରେ ସମାନତାର ଲଢେଇ ପାଇଁ ଡାକରା ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠପୁର ଗୁଡା ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…

ପୂତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ(ସ୍ୱପ୍ନ) ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ପୁତାର ଗ୍ରାମ ପଞ୍ଚାୟତର ପୁତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ (ସ୍ବପ୍ନ) ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚଳିତ…

ପ୍ରଗତି ମହିଳା ସଂଗଠନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ।

ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ପୂର୍ବାହ୍ନରେ ସ୍ଥାନୀୟ ୟୁ.ଟେକ୍.ଏଡୁକେସନ ସେଣ୍ଟର୍ ଠାରେ ଅନୁଷ୍ଠାନ ଉପଦେଷ୍ଟା ବିଚିତ୍ରନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇସାରିଛି। ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ ପାୟାଲ ପାତ୍ର ଅତିଥି ପରିଚୟ ପ୍ରଦାନ…

କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା

ପୁରୁଷୋତ୍ତମପୁର ବ୍ଲକ, (ପ୍ରସନ୍ନ କୁମାର ଦାଶ) :- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କନକ। କ୍ଲଷ୍ଟରର ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ଗଡ ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ତା 07.03.2025 ଓ 08.03.2025 ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଶିକ୍ଷା…

ଖଲ୍ଲିକୋଟ ବିଧାୟକଙ୍କ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ପାଇଁ ଦୁଇ ନମିନି ନିଯୁକ୍ତି

ପୁରୁଷୋତ୍ତମପୁର ବ୍ଲକ, (ପ୍ରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ପାଇଁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଚିଠି ନଂ 31202519 ପ୍ରକାରେ ବ୍ଲକ ପାଇଁ ଭାଟ କୁମରଡା ଗ୍ରାମର ବରିଷ୍ଟ ବିଜେପି ନେତା କୋରା…

ମହିଳା ଦିବସ ଉପଲକ୍ଷେ ସ୍ୱ।ସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ବୁଗୁଡା, (ସୋରେନ କୁମାର ପ୍ରଧାନ):- ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱ।ସ୍ଥ୍ୟ କେନ୍ଦ୍ର) ପରିସରରେ ସ୍ୱ।ସ୍ଥ୍ୟ ସେବା ଓ ପରିକ୍ଷା ଏବଂ ମାଣିତରା ସ୍ୱ।ସ୍ଥ୍ୟ କେନ୍ଦ୍ର ଓ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ଵିତୀୟ କିସ୍ତି ଶୁଭାରମ୍ଭ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ) :- ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ…

ଟୁରୀଗୁଡା ବିଦ୍ୟାଳୟ ଠାରେ ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ୧୫ତମ ବ୍ଲକସ୍ତରୀୟ ମାସିକ…

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ) :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଟୁରୀଗୁଡା ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ଲକର ଏଗାର ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ…

ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ କୁମାର ଦାସଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ।

ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୀରାଙ୍ଗର ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ କୁମାର ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷକ (ପରାମର୍ଶ ଦାତା )ଭାବରେ ଭାରତୀୟ ରେଡକ୍ରସ ସଂଗଠନ ପକ୍ଷରୁ ରାଜ୍ୟ ପୁରସ୍କାର ପ୍ରଦାନ…
error: Content is protected !!