ମଣ୍ଡି ନାହିଁ, ଫାଇଦାରେ ଆନ୍ଧ୍ର ବେପାରୀ
ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲାରେ କପା ମଣ୍ଡିର ସୁବିଧା ନ ଥିବାରୁ କପାଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନର ଦାବି ପରେ ମଧ୍ୟ ଜିଲାରେ କପା ମଣ୍ତି ଖୋଲିପାରିନି। ଏହାର ଫାଇଦା ନେଇ ଆନ୍ଧ୍ର ବ୍ୟବସାୟୀ ଚାଷୀଙ୍କ ଘର ପାଖରୁ କମ ଦରରେ କପା!-->…