କସ୍ତୁରବା ସେଵିକା ମହାବିଦ୍ୟାଳୟ ରେ ବିଶ୍ଵ ନାରୀ ଦିବସ ପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-କସ୍ତୁରବା ସେଵିକା ମହାବିଦ୍ୟାଳୟ ରେ ବିଶ୍ଵ ନାରୀ ଦିବସ ପାଳନ ହୋଇଯାଇଛି। ଏହି ନାରୀ ଦିବସ ର ମୁଖ୍ୟ ବିଷୟ ଥିଲା "Rights,equality& empowerment "। ଆମ ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ଏହି ନାରୀ ଦିବସ ଉପଲକ୍ଷେ MKCG ମେଡିକାଲ ର…

ଭତ୍ତା ଅପେକ୍ଷାରେ ୪୨୬ ଜଣ ହିତାଧିକାରୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରୁଛନ୍ତି। ତଥାପି ଏହାର ସୁଫଳ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି…

ୱାର୍ଲ୍ସ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ

ବାଲିଗୁଡା, ୧୦.୦୩.୨୦୨୫ : ୱାର୍ଲ୍ସ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ । ସେ ବାଲିଗୁଡ଼ା…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ

ଭୁବେନଶ୍ୱର,(ଏସ.ଏମ.ପି):- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ.,-ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ ।-ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଛାତିରେ ଯନ୍ତ୍ରଣା ହୋଇଥିଲା । ଏବେ ସେ କ୍ରିଟିକାଲ…

କଣ୍ଟିଲୋ ସେବା ସମବାୟ ସମ୍ପାଦକ ଙ୍କ ବିରୋଧ ରେ ଧାରଣା ୧୧ରେ  

ନୟାଗଡ,(ପ୍ରଭାକର ଶିରୋମଣି):-    କଣ୍ଟିଲୋ ୯ l ୩    ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସେବା ସମବାୟ ସମିତିରେ  କାର୍ଯ୍ୟରତ ସମ୍ପାଦକ ଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରି ତାଙ୍କୁ ସ୍ଥାନାନ୍ତର କରିବାକୁ ସଭାପତି ମାଧବ ଚନ୍ଦ୍ର…

ମା ‘ ଶୀତଳେଇ ଙ୍କ ୬ ଷ୍ଠ ତମ ଜନ୍ମ ବାର୍ଷିକୀ ପାଳିତ

ନୟାଗଡ,(ପ୍ରଭାକର ଶିରୋମଣି):-  କଣ୍ଟିଲୋ ୯ l ୩ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ଦକ୍ଷିଣ ପାର୍ଶ୍ୱ ପାବଛ ଠାରେ ପ୍ରତିଷ୍ଠିତ ମା ' ଶୀତଳେଇ ଠାକୁରାଣୀ ଙ୍କ ଷଷ୍ଠ ତମ ଜନ୍ମ ବାର୍ଷିକୀ ଉତ୍ସବ ରବିବାର ପାଳିତ ହୋଇଯାଇଛି l…

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, ୦୯.୦୩.୨୦୨୫ :କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା…

ଆଜି ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ସ୍ଵନକ୍ଷତ୍ର ଦିବସ

ହିଞ୍ଜିଳିକଟୁ,(ଏସ.ଏମ.ପି):-ଆଜି ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ସ୍ଵନକ୍ଷତ୍ର ଦିବସ । ୨୦୦୬ରେ ଆଜିର ଶୁଭପଗୁଦଶମୀରେ ଏହା ପ୍ରତିଷ୍ଠିତ ହୋଇଥିଲା ୨୦ ବର୍ଷରେ ମନ୍ଦିର ପାଦ ଆସିଲା ,ଏହି ପବିତ୍ର ଦିବସରେ ଶ୍ରୀଜୀଉମାନଙ୍କ ଆକର୍ଷଣୀୟ ପ୍ରତିଷ୍ଠା ଦିବସ ବେଶ । ଅଧିକନ୍ତୁ ଆମ ଶ୍ରୀମନ୍ଦିରରେ…

ଜଙ୍ଗଲ ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ

ବାଲିଗୁଡା, ୦୮.୦୩.୨୦୨୫ : ଶୁକ୍ରବାର ସକାଳ ପ୍ରାୟ ୯.୩୦ ସମୟରେ ଦିନ ପାଟ୍ରୋଲିଂ ସମୟରେ, ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ବିଶ୍ୱସ୍ତ ସୂଚନା ପାଇଲେ ଯେ କିଛି ଅଜ୍ଞାତ ବ୍ୟକ୍ତି ପରମପାଙ୍ଗା ଗ୍ରାମ ଅନ୍ତର୍ଗତ ପରମପାଙ୍ଗା ଗ୍ରାମ ନିକଟ ଜଙ୍ଗଲ ପାର୍ଶ୍ୱ ରାସ୍ତାରେ ପ୍ଲାଷ୍ଟିକ୍ ବସ୍ତା ବ୍ୟାଗରେ…
error: Content is protected !!