ଆଜି ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ସ୍ଵନକ୍ଷତ୍ର ଦିବସ
ହିଞ୍ଜିଳିକଟୁ,(ଏସ.ଏମ.ପି):-
ଆଜି ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ସ୍ଵନକ୍ଷତ୍ର ଦିବସ । ୨୦୦୬ରେ ଆଜିର ଶୁଭପଗୁଦଶମୀରେ ଏହା ପ୍ରତିଷ୍ଠିତ ହୋଇଥିଲା ୨୦ ବର୍ଷରେ ମନ୍ଦିର ପାଦ ଆସିଲା ,ଏହି ପବିତ୍ର ଦିବସରେ ଶ୍ରୀଜୀଉମାନଙ୍କ ଆକର୍ଷଣୀୟ ପ୍ରତିଷ୍ଠା ଦିବସ ବେଶ । ଅଧିକନ୍ତୁ ଆମ ଶ୍ରୀମନ୍ଦିରରେ ଗତ ସାତ ତାରିଖରେ ଆରମ୍ଭ ହୋଇଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ତୃତୀୟ ଦିବସ’ ମନ୍ଦିରରେ ଏଥିପାଇଁ ବିଶେଷ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ ନାମଯଜ୍ଞ ଆଦି ଆରମ୍ଭ ହୋଇଛି, ମନ୍ଦିର ରରତ୍ନମୁଦ ଓ ବିଗ୍ରହମାନଙ୍କର ମହାତ୍ସ୍ନାନ କାର୍ଯ୍ୟ ସମାପନ ହୋଇଛି