ବନ୍ୟା ଆଶ୍ରୟ ସ୍ଥଳ ସିଡ଼ି ତଳୁ ମୃତ ଶବ ଉଦ୍ଧାର
ନୟାଗଡ ( ପ୍ରଭାକର ଶିରୋମଣି ) ୧୩ l ୩ ଖଣ୍ଡପଡା ଥାନା ଅଧୀନରେ ଥିବା କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ହାଟମୁଣ୍ଡ ପାଟଣା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ. ବାହାର ସିଡ଼ି ତଳୁ ଏକ ଶବ କୁ କଣ୍ଟିଲୋ ଫାଣ୍ଡି ପକ୍ଷରୁ ଗୁରୁବାର ଉଦ୍ଧାର କରିଥିବା ଜଣା ପଡିଛି l ଖବର ରୁ ପ୍ରକାଶଯେ କଟକ!-->…