ବେପାରୁଆ ଗାଡି ଚାଳନା ଯୋଗୁ ସଡକ ଦୁର୍ଘଟଣା, ଜଣେ ମୃତ ତିନି ଗୁରୁତର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବେପାରୁଆ ଗାଡି ଚାଳନା ଯୋଗୁ ଦୈନନ୍ଦିନ ସଡ଼କ ଦୁର୍ଘଟଣା ଘଟିଛି।ସେହିଭଳି ଆଜି ବୁଗୁଡା ‐ ସୋଳମଇଲି ରାସ୍ତାରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ବେଲଗୁଣ୍ଠା ‐ମଙ୍ଗଳପୁର…

ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):- ହୋଲି ପାଇଁ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ କହିଲେ ଭୁବନେଶ୍ବର DCP-‘ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା’-‘ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ’-‘ସବୁ ଗାଧୁଆ ଘାଟରେ…

ରାୟଗଡରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଆର,ଉଦୟଗିରି( ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ଼ ଥାନାରେ କମଳା ଚୌଧୁରୀ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳି ଆଦେଶ ଜାରି ହୋଇଥିଲା । ସେହି ପ୍ରକାରେ ଶ୍ରୀମତୀ ଚୌଧୁରୀ ଙ୍କୁ ରାୟଗଡ…

କନ୍ଧମାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଧାରଣା

ବାଲିଗୁଡା, ୧୪.୦୩.୨୦୨୫ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଡାକରା ଅନୁସାରେ ଦୁଇ ଦଫା ଦାବି ଯଥା ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ନେଇ ସମଗ୍ର ରାଜ୍ୟରେ ଗତ…

ମହାସିଙ୍ଗି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୂହ ୱାର୍ଡ଼ ସଭ୍ୟ ବିଡିଓଙ୍କୁ ଭେଟି ଜଣାଇଲେ

ବାଲିଗୁଡା, ୧୪.୦୩.୨୦୨୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ପଞ୍ଚାୟତର ୧୧ ଟି ୱାର୍ଡ଼ର ସମୂହ ୱାର୍ଡ଼ ସଭ୍ୟ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ପଞ୍ଚାୟତରେ ଥିବା ପ୍ରତ୍ୟେକ…

କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଓ ମାସ୍କଟ ର ଶୁଭାରମ୍ଭ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡା,୧୪.୦୩.୨୦୨୫କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଚଳିତ ମାସ ମାର୍ଚ୍ଚ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ପରିପ୍ରେକ୍ଷୀରେ ମଶାଲ ଓ ମାସ୍କଟ ର ଶୁଭାରମ୍ଭ ହୋଇଛି । ଆଦିମ ଜନଜାତି କୂଟିଆ ଆଦିବାସୀ ମାନଙ୍କ ଉତ୍ପତ୍ତି ସ୍ଥଳ…

ଦିବ୍ୟ ଦର୍ଶନ ସଂଘର ତୃତୀୟ ବାଷିକ ଉତ୍ସବ ପାଳନ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଶବରପଲ୍ଲୀ ପଞ୍ଚାୟତର ସ୍ଥାନୀୟ ଦିବ୍ୟ ଦର୍ଶନ ଆଶ୍ରମ ଠାରେ ଦିବ୍ୟ ଦର୍ଶନ ସଂଘର ତୃତୀୟ ବାଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇଥିଲା ଶବରପୋଲ୍ଲୀ ଶାଖା ପକ୍ଷରୁ ଏହି ବାଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

ଖୋର୍ଦ୍ଧା ଜିଲ୍ଲା(ସଞ୍ଜୀବ କୁମାର):- ଆଉ ଯୁକ୍ତ ତିନି ନୁହେଁ ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ ।▪️ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।▪️ ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର MOU ।▪️୧୬ଟି ଶିକ୍ଷକ ଶିକ୍ଷଣ…

ବୃନ୍ଦାବନ ପେଲେସ ଠାରେ ସୁଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଆର,ଉଦୟଗିରି:(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପିଲେସ ପରିସରରେ ଜଷ୍ଟିସ କର୍ଣ୍ଣର ଓ ଓଡ଼ିଶା ସୁଚନ ଅଧିକାର ଅଭିଯାନ ର ମିଳିତ ଆନୁକୁଲ୍ୟରେ ସୁଚାନ ଅଧିକାର ଆଇନ କୁ ନେଇ ସୂଚନା ଅଧିକାର କର୍ମୀ ମାନଙ୍କ ନିମନ୍ତେ ଏକ ସଚେତନତା…
error: Content is protected !!