ଆଦିପୁରରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବ୍ଲକର ଆଦିପୁର ଗ୍ରାମରେ ଚନ୍ଦିନୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଏଥି ନିମନ୍ତେ ଗତ ମଙ୍ଗଳବାର ଦିନ ଅଧିବାସ ତଥା କଳସ ଯାତ୍ରା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା । ବୁଧବାର…

ଆଗକୁ ଆସୁଛି ହୋଲି , ଏବେଠୁ ଜମୁଛି ହୋଲି ସାମଗ୍ରୀ ବେପାର

ବୁଗୁଡା,(ସୋରେନ କୁମାର ପ୍ରଧାନ):- ଆଗକୁ ଆସୁଛି ହୋଲି ଖେଳର ପର୍ବ ଦୋଳ ପୂର୍ଣ୍ଣିମା। ବୁଗୁଡା ସହରରେ ବିରଞ୍ଚି ନାରାୟଣ ଏବଂ ବଳଦେବ ମନ୍ଦିର ପକ୍ଷରୁ ଉତ୍ସାହର ସହ ଦୋଳ ଉତ୍ସବ ପାଳନ ଅବସରରେ ଦୈନିକ ସାନ୍ଧ୍ଯ କାଳରେ ଦୋଳଗୋବିନ୍ଦଙ୍କୁ ଦୋଳବିମାନରେ ଉପବେଶନ କରାଇ ନଗର ଭ୍ରମଣ କାର୍ଯ୍ୟକ୍ରମ…

ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଫଗୁଦଶମୀ ଠାରୁ ବୁଗୁଡ଼ାସ୍ଥିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଫଗୁଦଶମୀରେ ମନ୍ଦିରରେ ରାଧାକୃଷ୍ଣ ଙ୍କ ଫଗୁଖେଳ ଏବଂ ଏକାଦଶୀରେ ବେଢା ପରିକ୍ରମା କାର୍ଯ୍ୟକ୍ରମ ଯଥା…

ରାସ୍ତା ଅପେକ୍ଷାରେ ଦୁର୍ଗମ ମାଳ ମାଳ ଗାଁ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଲଖାରୀ ଅଭୟାରଣ୍ୟ କହିଲେ ଗଜପତି ଜିଲ୍ଲା ର ଏକ ମାତ୍ର ବିଶାଳକାୟ ଅଭୟାରଣ୍ୟ । ଅଭୟାରଣ୍ୟ ମାତ୍ରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୁଏ ହାତୀ ,ବାଘ ,ଭାଲୁ ,ହରିଣ ଇତ୍ୟାଦି । କିନ୍ତୁ ଅଭୟାରଣ୍ୟ…

ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ କେ .ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ୍. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଶିକ୍ଷକ ଶ୍ରୀଯୁକ୍ତ…

ବିଦାୟ ନେଲେ ୬୧ ଜଣ ଛାତ୍ର ଛାତ୍ରୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ .ଏମ . ଭାଲିଆସହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ବିଦାୟ କାଳୀନ ସଭାର ଆୟୋଜନ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ସଭାପତିତ୍ତ୍ଵ ଆସନ ଅଳଙ୍କୃତ…

ଦୁଇ କୋଟି ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରା,ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦ କୁଇଣ୍ଟାଲ ଗଞ୍ଜେଇ ପୁଲିସ ଜବତ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଗଜପତି ଏସ୍ପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ । ଚଢାଉ ପୂର୍ବରୁ ମାଫିଆ ମାନେ ଘଟଣାସ୍ଥଳରୁ…

ଆନ୍ତଜାତୀୟ ମହିଳା ଦିବସ ପାଳିତ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗ୍ରାମବିକାଶ ଅନୁଷ୍ଠାନ ଦ୍ବାରା ମୋହନା ବ୍ଲକ ଆକିଲି ଗ୍ରାମର ଓ୍ବାଟର ସେଜ୍ କାର୍ଯ୍ୟାଳୟ ପରିସରରେ ଆନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି । ଗ୍ରାମବିକାଶ ଅନୁଷ୍ଠାନ ତରଫରୁ ମୋହନା ବ୍ଳକରେ ଇକ୍ତିସେଟ୍ ସହଯୋଗରେ ୧୪୯୫ ଜଣ ମହିଳା ଚାଷୀଙ୍କୁ ୧୨୨…

ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):- ମଙ୍ଗଳବାର ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ…

ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ଆର, ଉଦୟଗିରି,(ମନୋଜ କୁମାର ପାଢୀ):- କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି। ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ ପ୍ରଶାସନିକ ସ୍ତରରେ କେଉଁଠି ନା କେଉଁଠି ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ…
error: Content is protected !!