ଲକ୍ଷ୍ମୀ ବସ୍ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ଅଭିଯୋଗ, ୨ ଗିରଫ
ବୁଗୁଡା, (ସୋରେନ କୁମାର ପ୍ରଧାନ):- ବୁଗୁଡ଼ାରୁ ଭାୟା ଅନ୍ତରପଡା ଦେଇ ଅରଖପୁର ଗାଁକୁ ଯାଉଥିବା ସରକାରୀ ଲକ୍ଷ୍ମୀ ବସର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ଗିରଫ ୨ ଜଣ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ମହୁଲପଲ୍ଲୀ ଗ୍ରାମର ଯୋଗି ନାଇକଙ୍କ ଦୁଇ ପୁଅ ଗଣେଶ!-->…