ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ: ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ)-: ଗଜପତି ଜିଲା ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେରେ ଗୁରୁବାର ରାତିଅଧରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଜବତ ବେଳେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଢେଲା ପଥର ମାଡ…

ମହାମହିମ ରାଷ୍ଟ୍ରପତି ଙ୍କ ଅପେକ୍ଷାରେ ମନ୍ଦିର ଲିଫ୍ଟ 

ନୟାଗଡ,(ପ୍ରଭାକର ଶିରୋମଣି):- ଦୀର୍ଘ ତିନି ବର୍ଷର ବ୍ୟଵ ଧାନ ପରେ ମୁଣ୍ଡ ଟେକି ସଗର୍ବରେ ଛିଡା ହୋଇଛି ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵପୀଠର ନବ ନିର୍ମିତ ଲିଫ୍ଟ l ଶ୍ରଦ୍ଧାଳୁ ମାନଙ୍କର ସେବା କରିବା ସହିତ ବୃଦ୍ଧ ବୃଦ୍ଧା ମାନଙ୍କୁ ୨୧ ମିଟର ଉପରକୁ ନେଇ ପୁଣି ତଳକୁ ଆଣିବା ସତେ…

କ.ନୂଆଗାଁ ଥାନା ପକ୍ଷରୁ ୫୯୦ କେଜି ଗଞ୍ଜେଇ ଜବତ, ହେଲେ ମାଫିଆ ଚମ୍ପଟ

ବାଲିଗୁଡା, ୨୨.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ ) କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ସିର୍ଲିଗୁଡାର ସ୍ବର୍ଣ୍ଣପୁର ନିକଟସୁ ଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ବେଳେ ଡେପାକେତା ବ୍ରିଜ ନିକଟ ଜଙ୍ଗଲରେ ଗଞ୍ଜେଇ ଭର୍ଜି ବସ୍ତା ଜବତ ହୋଇ ଥିବା ସୂଚନା ମିଳିଛି। ପୋଲିସ ସୂଚନା…

ବାଲିଗୁଡା ରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଭେଟଘାଟ

ବାଲିଗୁଡା ୨୨.୦୩.୨୦୨୫ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ପୀଠ ରେ ଧୁମ ଧାମରେ ପାଳିତ ହୋଇଯାଇଛି କାନ୍ଦୁଲ ଭଜା ଭେଟଘାଟ | ପଶ୍ଚିମ ଓଡିଶା ର ନୂଆଖାଇ ଭଳି କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ଉପଖଣ୍ଡ ରେ ଆଜକୁ ହଜାର ବର୍ଷ ରୁ ଉର୍ଦ୍ଧହେବ ପାରମ୍ପରିକ କାନ୍ଦୁଲ ଭଜାଯାତ୍ରା…

ମହାମହିମ ରାଷ୍ଟ୍ରପତି ଙ୍କ ଅପେକ୍ଷାରେ ମନ୍ଦିର ଲିଫ୍ଟ 

ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ୨୨ l ୩  ଦୀର୍ଘ ତିନି ବର୍ଷର ବ୍ୟଵ ଧାନ ପରେ ମୁଣ୍ଡ ଟେକି ସଗର୍ବରେ ଛିଡା ହୋଇଛି ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵପୀଠର ନବ ନିର୍ମିତ ଲିଫ୍ଟ l ଶ୍ରଦ୍ଧାଳୁ ମାନଙ୍କର ସେବା କରିବା ସହିତ ବୃଦ୍ଧ ବୃଦ୍ଧା ମାନଙ୍କୁ ୨୧ ମିଟର ଉପରକୁ ନେଇ ପୁଣି…

ପ୍ଲାଷ୍ଟିକ ବର୍ଜନ ନିମିତ୍ତ କର୍ମଶାଳା ଆୟୋଜିତ 

ବାଲିଗୁଡା, ୨୧.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୟୁଥ ଏବଂ ଇକୋ କ୍ଲବ ଓ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଉଦ୍ୟମରେ ପରିବେଶ ସୁରକ୍ଷା…

ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନଦିବସ ପାଳନ

ବୁଗୁଡା, (ସୋରେନ କୁମାର ପ୍ରଧାନ):- ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ବ ବନ ଦିବସ ପାଳନ ହୋଇଯାଇଛି। ବିଶ୍ବ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ ସଚେତନତା ସଭା ବନାଞ୍ଚଳ ଅଧିକାରୀ…

ହେଲି ପ୍ୟାଡ଼ ନିର୍ମାଣରେ ନିମ୍ନ ମାନର କାମ : ଅବତରଣ ପରେ ଉଠିଲା ବେଳେ ବାମ ପଟ ଚକା ୬ ଇଞ୍ଚ ଦବିଲା

 ନୟାଗଡ, (ପ୍ରଭାକର ଶିରୋମଣି):- ଆସନ୍ତା ୨୪ ତାରିଖ ରେ ନୟାଗଡ ଜିଲ୍ଲା ନୀଳମାଧଵ ପୀଠ କଣ୍ଟିଲୋ କୁ ଦର୍ଶନ ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ସମ୍ପ୍ରତି କଣ୍ଟିଲୋ ଓ ନିକଟସ୍ଥ ବିଶ୍ୱାବସୁ ଶବର ରାଜା ଜନ୍ମପୀଠ ଚଳ ଚଞ୍ଚଳ ହୋଇ ପଡିଛି…

ଜିଲ୍ଲାପାଳଙ୍କ ଅଚାନକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ) -: ଅବ୍ୟବସ୍ଥାରେ ଚାଲିଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ। ଛାନିୟା ହେଲେ କର୍ମଚାରୀ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ…

ଶୈକ୍ଷିକ ବିକାଶରେ ମାତା ଓ ପିଲାଙ୍କ ଭୁମିକା ଅତୁଳନୀୟ : ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, ୨୧.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର କଡିତଗା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ…
error: Content is protected !!