କେମିଷ୍ଟି ମୀଟ ୨୦୨୫
ବାଲିଗୁଡା, ୧୯.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ] ଅପରାହ୍ନ ୨ଟା ସମୟରେ ହୋଟେଲ ବିଭବ ଠାରେ ମହାଲକ୍ଷ୍ମୀ ବେବିଫୂଡ଼ ତରଫରୁ ଏକ ଶିବିର ର ଆୟୋଜନ କରାଯାଇଥିଲା | ଏଥିରେ ବେବିଫୂଡ଼ ଡିସଟ୍ରିବୁଟର ସମସ୍ତ କର୍ମକର୍ତା ଙ୍କ ସହିତ ବାଲିଗୁଡା,ବାରଖମା,କେ ନୂଆଗାଁ ଅଞ୍ଚଳର ଔଷଧ 


ଦୋକାନୀ ମାନଙ୍କ ସହିତ ଡ଼କ୍ଟର ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଏହି ଶିବିର ରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଶିଶୁ ଜନ୍ମ ଠାରୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେରିଲାକ, ସେରିଗ୍ରୋ, ଲାକଟୋଜେନ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ |