ଆଜି କଣ୍ଟିଲୋ ଆସିବେ ରାଷ୍ଟ୍ରପତି
ନୟାଗଡ, (ପ୍ରଭାକର ଶିରୋମଣି):- ସରକାରୀ ଓ ବେ ସରକାରୀ ସ୍ତର ରେ ଦୀର୍ଘ ୨୦ ଦିନ ଧରି ଚାଲି ଆସିଥିବା ସମସ୍ତ ପ୍ରକ୍ରିୟା ଓ ପରିଶ୍ରମର ଆଜି ସୋମବାର ଅନ୍ତ ଘଟିଛି । ଆଜି ସୋମବାର ମହାମହିମ ରାଷ୍ଟ୍ରପତି କଣ୍ଟିଲୋ ଆସୁଛନ୍ତି । ସେଥିପାଇଁ ପବିତ୍ର ନୀଳମାଧଵ ମାଟି ଆହୁରି ପବିତ୍ର ହୋଇ!-->!-->!-->…