ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଜିର ପବିତ୍ର ଦିନରେ “ମୋ ଜଟଣୀ “ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଙ୍ଘ ପକ୍ଷରୁ ନୂତନ ଭାବେ ଗଢି ଉଠିଥିବା ଗଜାନନଙ୍କ ମଣ୍ଡପକୁ ପଣ୍ଡିତ ଲକ୍ଷ୍ମୀଧର ରଥଙ୍କ ପବିତ୍ର ଶ୍ଳୋକର ଉଚ୍ଚାରଣରେ ଭୂମି ପୂଜନ ସହ ନୂତନ ମଣ୍ଡପକୁ ସିଦ୍ଧି ସ୍ଥାପନା କରାଯାଇଥିଲା l ଏଥିରେ ପୂଜା କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପ୍ରଭୁ ଗଜାନନଙ୍କ ଆରାଧନା କରି ଆଶିଷ ଲାଭ କରିଥିଲେ
