ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ ବାଣିଜ୍ୟ ଖଣ୍ଡର କର୍ମ ଚାରୀ ମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

ରଘୁନାଥପୁର ବ୍ରହ୍ମପୁର ଠାରେ ବନ ଉନ୍ନୟନ ନିଗମ ଲିଃ ପକ୍ଷରୁ ବାଣିଜ୍ୟ ଖଣ୍ଡ ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ ଶ୍ରୀ ପରମେଶ୍ବର ମହାନ୍ତି ଉପୋଖଣ୍ଡ ସ୍ତରୀୟ ପରିଚାଳକ ଙ୍କ ତତ୍ୱାଧନରେ ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ ରଘୁନାଥପୁର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିନା କାହାରି ଜୀବନ ହାନି ନହୋଇ, ଶୀଘ୍ର ରାସ୍ତା ଘାଟ, ସଫା, ପାଣି ନିଷ୍କାସନ, ଗଛ କଟା ପରି ବିଭିନ୍ନ ପ୍ରକାରର ଉପାୟ ମାନ ଶିକ୍ଷା ଦିଆ ଯାଇଥିଲା । ଅତିଥି ମାନେ ନିଜ ନିଜ ବ୍ୟକ୍ତ ରଖିଥିଲେ। ଅତିଥି ରୂପେ ମୁଖ୍ୟ ଆଞ୍ଚଳିକ ବନ ବିଭାଗ କଂଜେର ଭେଟିଭ, ବ୍ରହ୍ମପୁର ବନ ଖଣ୍ଡ, ଜେନେରାଲ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସ୍ବାଇଁ, ଡିଭିଜନାଲ ଫରେଷ୍ଟ ଅଫିସର ବ୍ରହ୍ମପୁର, ସନୀ ଖୋଖୋର୍, ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ଶ୍ରୀ, ଦୁର୍ଯ୍ୟଧନ ମଲ୍ଲିକ, ଶଙ୍କର୍ଷଣ ବେହେରା ବ୍ରହ୍ମପୁର’ ଗ, ବନ ବିଭାଗ ମ୍ୟାନେଜର, ସୁଶ୍ରୀ ସସ୍ମିତା ବିଶ୍ଵାଳ ଅତିରିକ୍ତ ମୁଖ୍ୟ ଫରେଷ୍ଟର,, ସୁଶ୍ରୀ ବିଳାସିନୀ ସେନାପତି ଜି, ଡି, ପି, ଓ, ଛତ୍ରପୁର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ବନ ଉନ୍ନୟନ ବିଭାଗ ପକ୍ଷରୁ ବାଣିଜ୍ୟ, ସମସ୍ତ କର୍ମଚାରୀ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Smart Computer Ad
You might also like
error: Content is protected !!