ଚନ୍ଦ୍ରପୁର ବ୍ଲକରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ପ୍ରେକ୍ଷଣ ଯାତ୍ରା

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଶିକ୍ଷା ବିଭାଗ ତରଫରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଛାତ୍ରଛାତ୍ରୀମାନେ ରାୟଗଡ଼ା ସ୍ଥିତ ନାଗାବଳୀ ପ୍ଲାନେଟୋରିୟମ ବିଜ୍ଞାନ ଓ ଅନୁସନ୍ଧିସ୍ନୁ କ୍ଷେତ୍ର ପରିଭ୍ରମଣ…

ବୁଗୁଡ଼ା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଦବୀ ବ୍ୟତୀତ ପୂର୍ବରୁ ଅନ୍ୟ ସବୁ ପଦବୀରେ ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି କେବଳ ସମ୍ପାଦକ ପଦବୀ ନିମନ୍ତେ ମାନସ ରଞ୍ଜନ ଦାଶ ଓ ସିମାଞ୍ଚଳ…

ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସିକୁଳା ଗାଁର ସୁମନ୍ତ ମହାପାତ୍ର । ବିଳମ୍ବିତ ରାତିରେ ସୁମନ୍ତକୁ ଦୁବୃର୍ତ୍ତ ମାନେ ସଂଘବଦ୍ଧ ଭାବେ ସମା ଗାଁରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର…

ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଫାଶୀ ଦିବସ ସ୍ଥାନୀୟ ପୌର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ ହୋଇଯାଇଛି । ଆଇନଜୀବୀ ଅବନୀ…

ବିଜେପି ରେ ମିଶିଲେ ୧୧ ସମିତିସଭ୍ୟ। ବ୍ଲକ ଅଧକ୍ଷପଦ ହାତେଇବା ଲକ୍ଷ୍ୟରେ ବିଜେପି।

କୁକୁଡାଖଣ୍ଡି,(ଇ. ରଞ୍ଜନ):- କୁକୁଡାଖଣ୍ଡି ବ୍ଲକର ୧୧ଜଣ ସମିତିସଭ୍ୟ ଓ ସଭ୍ୟା ମାନେ ଗୁରବାର ନୂଆଦିଲ୍ଲୀ ଠାରେ ବିଜେପି ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ ଗୌତମ ଓ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଙ୍କ ଉପସ୍ଥିତି ରେ ବିଜେପି ସାମିଲ ହୋଇଛନ୍ତି । ବରିଷ୍ଠ…

ଆର.ଉଦୟଗିରି ସାମ୍ବାଦିକ ସଂଘର ୭ମ ବାଷିକ ଉତ୍ସବ ଅନୁଷ୍ଠିତ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା,ଉଦୟଗିରି ଶିବ ମନ୍ଦିର ନିକଟସ୍ଥ ଥିବା କଲ୍ୟାଣମଣ୍ଡପ ଠାରୁ ସ୍ଥାନୀୟ ସାମ୍ବଦିକ ସଂଘର ୭ମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସ୍ଥାନୀୟ ସାମ୍ବାଦିକ ସଂଘର ସଭାପତିଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ…

ଦାରିଙ୍ଗବାଡ଼ି ଓକିଲ ସଂଘ ନିର୍ବାଚନ ଶେଷ: ପ୍ରଦୀପ ସଭାପତି, ଇନ୍ଦ୍ରମଣୀ ସମ୍ପାଦକ

ବାଲିଗୁଡା,୨୯/୦୩ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ ପ୍ରଦୀପ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଇନ୍ଦ୍ରମଣୀ ପ୍ରଧାନ ନିର୍ବାଚିତ…

ବାଲିଗୁଡା ଏନ.ଏ.ସି କୁ ସ୍ୱଚ୍ଛ ନିର୍ମଳ ରଖିବାକୁ ସ୍ୱଚ୍ଛତା ସର୍ବେକ୍ଷଣ |ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା

ବାଲିଗୁଡା, ୨୮.୦୩ [ସୁକାନ୍ତ କୁମାର ତ୍ରିପାଠୀ ) ବାଲିଗୁଡା ସହର କୁ ସ୍ୱଚ୍ଛ ନିର୍ମଳ ସୁନ୍ଦର ସହର ଭାବେ ଗଢିତୋଳିବା କୁ ବାଲିଗୁଡା ଏନ.ଏ.ସି ର ଅଭିନଵ ପ୍ରୟାସ | ସହର ୱାର୍ଡ କୁ କିଭଳି ସ୍ୱଚ୍ଛ ନିର୍ମଳ ରଖିହେବ ସେ ନେଇ ଗୀତ, ନୃତ୍ୟ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ…

10 ଦଫା ଦାବୀ ନେଇ ଡ୍ରାଇଭର ସଂଘର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ ଠାରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳିଙ୍କ ନିର୍ଦ୍ଦେଶ କ୍ରମେ ଡ୍ରାଇଭର ସଂଘର ପଞ୍ଚାୟତ ସ୍ତରୀୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଯାଇଛି । ଏହି ଆନ୍ଦୋଳନରେ ପଞ୍ଚାୟତ ସଭାପତି ଶ୍ରୀ ଦୁଃଖିଶ୍ୟାମ ପାତ୍ର ନେତୃତ୍ୱ ନେଇଥିବା…

ନିୟମିତ ଦରମା ସହ 7 ଦଫା ଦାବି ନେଇ ଆଶାକର୍ମୀଙ୍କ ଧାରଣା ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ନିୟମିତ ଦରମା ସହ 7 ଦଫା ଦାବିରେ ଗଜପତି ଜିଲ୍ଲା ମୋହନା ମେଡିକାଲ ଆଗରେ ଧାରଣା ଦେଇଛନ୍ତି ଆଶାକର୍ମୀ । ବ୍ଲକରେ କାର୍ଯ୍ୟରତ ଶତାଧିକ ଆଶାକର୍ମୀ ମେଡିକାଲ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଗତ 2023 ଏପ୍ରିଲ ମାସ ଠାରୁ ସେମାନଙ୍କୁ ନିୟମିତ ଦରମା…
error: Content is protected !!