ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟପାଳ ଙ୍କ ଦ୍ଵାରା ତୃତୀୟ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ…

ଆର.ଉଦୟଗିରି, (ମନୋଜ ପାଢୀ):- ଜାତୀୟ ମହିଳା ଛାତ୍ର ସଂସଦର ତୃତୀୟା ସଂସ୍କରଣକୁ ଓଡିଶାର ମହାମହିମା ଡ଼. କୁମ୍ଭମ୍ପତି ହରିବାବୁ, ରାଜ୍ୟପାଳଙ୍କ ଦ୍ଵାରା ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ଓ ସେଞ୍ଚୁରିଆନ…

ବମକୋଈ ଶିବାନନ୍ଦ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଥିଲେ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ବମକୋଈ ଶିବାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶ୍ରୀ ରାଜେଶ ଗୌଡ଼ ବମକୋଈରୁ ନିଜ ଗ୍ରାମ ନରଣପୁର ଫେରିବା ରାସ୍ତାରେ ବଜ୍ରପାତ ରେ ମାର୍ଚ୍ଚ 22 ତାରିଖ ଦିନ ପ୍ରାଣ ହରାଇଥିଲେ । ସେ ଜଣେ ଗରିବ ପରିବାର ର ମେଧାବୀ ଛାତ୍ର ଥିଲେ ଏଵଂ ସମ୍ପ୍ରତି…

ଆଜିଠାରୁ ବାଲ୍‌ ବାଟିକା ବା ଶିଶୁ ବାଟିକା…

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜ୍ୟବ୍ୟାପୀ ସବୁ ସ୍କୁଲରେ ପାଳନ ହେବ ଖଡ଼ିଛୁଆଁ ଉତ୍ସବ ପିଲାଙ୍କୁ ଖଡ଼ି ଛୁଆଁଇବେ CM ମୋହନ ମାଝୀ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ନବରଙ୍ଗପୁରରେ ଶୁଭାରମ୍ଭ କରିବେ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷା ସଚେତନତା…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- -ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସଙ୍କୁ ଧରିଲା ଭିଜିଲାନ୍ସ-ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ-ଚଢ଼ାଉ ବେଳେ ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ମଧ୍ୟ ଜବତ-ମୋଟ୍‌ ୨ ଲକ୍ଷ ୨୬ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ

ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବ

ବାଲିଗୁଡା, ୦୨/୦୪ [ସୁକାନ୍ତ କୁମାର ତ୍ରିପାଠୀ ):ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବ ପାଳିତ ହୋଇଯାଇଛି |ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା,ଏଫ୍. ଏଲ୍. ଏନ୍. ଶିକ୍ଷକ ଶ୍ରୀ ରାଘବ ଦିଗାଳ, ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀ…

୧୨୭ ବାଟାଲିଅନ୍ ସିଆରପିଏଫ୍ ତରଫରୁ ବାଲିଗୁଡ଼ାଠାରେ ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିଗୁଡା, ୦୨/୦୪ [ସୁକାନ୍ତ କୁମାର ତ୍ରିପାଠୀ):୧୨୭ ବାଟାଲିଅନ୍, ସିଆରପିଏଫ୍, ବାଲିଗୁଡ଼ା ଠାରେ ୩୫ତମ ପ୍ରତିଷ୍ଠା ଦିବସ ଗତକାଲି ବାଲିଗୁଡା ସିଆରପିଏଫ୍ ମୁଖ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଙ୍କଜ ବର୍ମା କମାଣ୍ଡାଣ୍ଟ ୟୁନିଟ୍ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ…

ତାରାତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ): ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ତା -୦୨/୦୪/୨୦୨୫ ରିଖରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ସଂଯୋଜିକା ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରାବଣୀ ଖଟାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର…

ଓଡ଼ିଶା ଦିବସରେ ମହାପୁରୁଷଙ୍କୁ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା ଓ କର୍ତ୍ତୃପକ୍ଷ

ଆର.ଉଦୟଗିରି, (ମନୋଜ ପାଢୀ):- ଓଡ଼ିଶା ଦିବସକୁ ଧୁମ ଧାମରେ ପାଳନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି. ଓଡିଶା ଦିବସ ପାଳନ ବେଳେ ବିଭିନ୍ନ ମହାପୁରୁଷ ଓ ଓଡିଶା ପ୍ରଦେଶ ଗଠନରେ ବିଭିନ୍ନ ଭୂମିକା ଗ୍ରହଣ କରିଥିବା କର୍ଣ୍ଣଧାର ମାନଙ୍କୁ ଉଚିତ ସମ୍ମାନ ଦେବା ପାଇଁ…

ଅମୃତ ଷ୍ଟେସନ୍ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ଐତିହାସିକ ପାରଳା ରାଜକୀୟ ମହତ୍ତ୍ୱକୁ ପ୍ରତିଫଳିତ କରିବାକୁ…

ଆର.ଉଦୟଗିରି, (ମନୋଜ ପାଢୀ):- ଅମୃତ ଷ୍ଟେସନ୍ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳଷ୍ଟେସନ୍‌ର ପୁନର୍ବିକାଶ ଓ ନବୀକରଣ କରାଯାଉଛି। ୧୬.୪ କୋଟି ଟଙ୍କା ବିନିଯୋଗରେ ପୁନର୍ବିକାଶ ବ୍ୟୟବରାଦ ସହିତ ଷ୍ଟେସନ୍‌କୁ ଏହାର ଐତିହାସିକ ଆକର୍ଷଣ ବଜାୟ ରଖିବା ସହ ପାରଳାଖେମୁଣ୍ଡି…

ବେଦ ମନ୍ତ୍ରରେ ପ୍ରତିଧ୍ଵନିତ ହେଲା ପ୍ରବେଶ ଉତ୍ସବ

ଆର. ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ୍ ଭାଲିଆସାହି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବୁଧ ବାର ଏପ୍ରିଲ ୨ ତାରିଖରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ଅଧ୍ୟକ୍ଷତାରେ ନୂତନ ପିଲା ମାନଙ୍କର ପ୍ରବେଶ…
error: Content is protected !!