୬ ରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ

ବାଲିଗୁଡା, ୦୪/୦୪ [ସୁକାନ୍ତ କୁମାର ତ୍ରିପାଠୀ ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ| ଏଥିରେ ରୁତୁଙ୍ଗିଆ, ବଲସକୁମ୍ପା, ମେଲସିକିଆ, ରେବିଙ୍ଗିଆ,…

ଭାଟ କୁମରଡ଼ା ପ୍ରାଥମିକ ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁରବ୍ଲକଅନ୍ତର୍ଗତ ଭାଟ କୁମରଡ଼ା ପ୍ରାଥମିକ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଓ ଭାଟ କୁମରଡ଼ା କ୍ଲଷ୍ଟରର ସିଆର ସିସି ଏସ…

ତାରାତାରିଣୀ କଲେଜରେ ‘ମୋହନଦାସ କରମଚାନ୍ଦ ଗାନ୍ଧୀ – ମୋ ଜୀବନ ମୋର ବାର୍ତ୍ତା’ ଶୀର୍ଷକ ପାଠଚକ୍ର…

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁରର ତାରାତାରିଣୀ କଲେଜର ଶିକ୍ଷା ବିଭାଗ ସଫଳତାର ସହ ଏହାର ଦ୍ୱିତୀୟ ପାଠଚକ୍ର ଆୟୋଜନ କରିଛି। ଏଥିରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର…

ଓଡ଼ିଆ ପକ୍ଷ ପାଳନ ଅବସରର ପାରମ୍ପରିକ ପୋଷାକ ପରିଧାନ ଅଭିଯାନ ।

ଆର,ଉଦୟଗିରି(ମନୋଜ ପାଢୀ):-ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ…

ଜିଲ୍ଲାସ୍ତରୀୟ ଶିକ୍ଷା ସଚେତନତା ରଥ ,ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ।

ଆର,ଉଦୟଗିରି(ମନୋଜ ପାଢୀ):- ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟରେ ପିଲାଙ୍କ ଶିକ୍ଷା ସଚେତନତା ରଥ ,ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଗଜପତିଜିଲ୍ଲାର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ସ୍ମରଣୀୟ କରିବା ପାଇଁ ନୂତନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଓଡିଶା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭଞ୍ଜ ବିହାର ସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଓଡ଼ିଶା ଦିବସ ଉତ୍ସାହର ସହିତ ପାଳନ କରାଯାଇଥିଲା। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଠନ କରିବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି କର୍ମଶାଳା

ବାଲିଗୁଡା, ୦୩/୦୪ [ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ନିମିତ୍ତ ଏକ ଦିବଶୀୟ ପ୍ରଶିକ୍ଷଣ ଶିବିର ଆୟୋଜନ…

ଆଦିବାସୀ ମହାବିଦ୍ୟାଳୟ କୁ ସରକାରୀ କରଣ ପାଇଁ ଛାତ୍ର ଛାତ୍ରୀ ଙ୍କ ତରଫରୁ ଉପିଲ୍ଲାପାଳଙ୍କୁ ଦାଵୀ ପତ୍ର ପ୍ରଦାନ

ବାଲିଗୁଡା,୦୩/୦୪ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ କୁ ଚଳିତ ଶିକ୍ଷା ବର୍ଷ ରୁ ସରକାରୀ କରଣ କରିବା ପାଇଁ ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନଙ୍କୁ ଭେଟି ଏକ ଦାଵୀ ପତ୍ର ପ୍ରଦାନ କରାଯାଇଛି। ଛାତ୍ର…

ପ୍ରବେଶ ରଥର ଶୁଭାରମ୍ଭ ବା ସ୍କୁଲରେ ଖଡି ଛୁଆଁ ଆରମ୍ଭ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ ବ୍ଳକରେ ପ୍ରବେଶ ରଥ ପରିକ୍ରମା କରିବ ଏବଂ କୁନିକୁନି ପିଲାମାନଙ୍କୁ ଜିରୋ କାଜୁଆଲଟି ମଧ୍ୟରେ ପାଠପଢା ହେବ ସେ ନେଇ ଆଜି ପ୍ରବେଶ ରଥ ର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବୁଗୁଡା…

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କର୍ଯ୍ୟକ୍ରମର ଉଦ୍‌ଘାଟନ ସହ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- କନକ। ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ମୁଖ୍ୟ ଅତିଥି ତଥା ଏନ ଏ ସି ଅଧ୍ୟକ୍ଷ,ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଶରତ କୁମାର ପତ୍ର, ଏନଏସି କାର୍ଯ୍ୟକ୍ରମ ନିର୍ବାହୀ…
error: Content is protected !!