ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-
-ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସଙ୍କୁ ଧରିଲା ଭିଜିଲାନ୍ସ
-ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
-ଚଢ଼ାଉ ବେଳେ ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ମଧ୍ୟ ଜବତ
-ମୋଟ୍ ୨ ଲକ୍ଷ ୨୬ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ