ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବ

ବାଲିଗୁଡା, ୦୨/୦୪ [ସୁକାନ୍ତ କୁମାର ତ୍ରିପାଠୀ ):ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବ ପାଳିତ ହୋଇଯାଇଛି |ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା,ଏଫ୍. ଏଲ୍. ଏନ୍. ଶିକ୍ଷକ ଶ୍ରୀ ରାଘବ ଦିଗାଳ, ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀ ସୁଜିତ୍ ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବକୁମାର ଦାଶ, ମହେଶ୍ୱର ଦିଗାଳ, ସ୍ଥାନୀୟ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ନୂତନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ସ୍ଵାଗତ ଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବଗୁମାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉଛବ ଓ ଖଡ଼ି ଛୁଆଁ ପର୍ବଜଣାଇ ଥିଲେ । ତତ୍ପରେ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ଓ ରାଘବ ଦିଗାଳ ଖଡିଛୁଆଁ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରୀ ସୁଜିତ୍ କୁମାର ଦାଶ ପିଲାମାନଙ୍କୁ ବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହ ପରିଚିତ

YouTube video

କରାଇବା ପରେ ମିଷ୍ଠାନ ବଣ୍ଟନ କରିଥିଲେ । ପ୍ରଧାନ ଶିକ୍ଷକ ସମସ୍ତ ଙ୍କୁ ସରକାରଙ୍କ ଆଭିମୁଖ୍ୟ ଜଣାଇବା ସହ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ର ସମପାନ କରିଥିଲେ ।

You might also like
error: Content is protected !!